ଆମ ଅନୁଗୁଳ ଆମ ଗୌରବ ପକ୍ଷରୁ ବୋଇତ ବନ୍ଦାଣ

You are currently viewing ଆମ ଅନୁଗୁଳ ଆମ ଗୌରବ ପକ୍ଷରୁ ବୋଇତ ବନ୍ଦାଣ

ଅନୁଗୁଳ: ଆମ ଅନୁଗୁଳ ଆମ ଗୌରବ ଜନ ଅନୁଷ୍ଠାନ ପକ୍ଷରୁ ନାରଣ ସାଗର କୂଳରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ଯୁବ ନେତା ଚନ୍ଦ୍ରକାନ୍ତ ଧଳଙ୍କ ନେତୃତ୍ୱରେ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ମଗଧ ଯୁବ ବିକାଶ ସମିତି ପକ୍ଷରୁ ସମ୍ପାଦକ ସୁକାନ୍ତ ମାଝୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଶକ୍ତି ପଟ୍ଟନାୟକ ଓ ଆଇନଜୀବୀ ପ୍ରଦୀପ ଦେବତା ପ୍ରମୁଖ ଉପସ୍ଥିତ ରହି ପ୍ରାଚୀନ ଉତ୍କଳର ନୌ ବାଣିଜ୍ୟ ପରମ୍ପରାର ସ୍ମୃତି ରୋମନ୍ଥନ କରିଥିଲେ।

Share

Leave a Reply