ମହିମା ଜ୍ୟୋତି କଲେଜରେ +୨ ଛାତ୍ରଛାତ୍ରୀଙ୍କ କମାଲ, ୫୩୦ ରଖି ବିଶ୍ବଜିତା ଟପ୍ପର

You are currently viewing ମହିମା ଜ୍ୟୋତି କଲେଜରେ +୨ ଛାତ୍ରଛାତ୍ରୀଙ୍କ କମାଲ, ୫୩୦ ରଖି ବିଶ୍ବଜିତା ଟପ୍ପର

ଅନୁଗୁଳ: ଅନୁଗୁଳ ଖଣ୍ଡାହତାସ୍ଥିତ ମହିମା ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୫୩୦ ନମ୍ବର ରଖି ଟପ୍ପର ହୋଇଛନ୍ତି ବିଶ୍ବଜିତା ନାଏକ। କଲେଜରୁ ୧୧ ଜଣ ପରୀକ୍ଷା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪ ଜଣ ପ୍ରଥମ ଶ୍ରେଣୀରେ, ୨ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପ୍ରଥମ ବର୍ଷର ଏ ସଫଳତା ପାଇଁ ଚେୟାରମ୍ୟାନ ସୁଜିତ ଦେହୁରୀ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଉପଦେଷ୍ଟା ଡଃ ଦିବାକର ସାହୁଙ୍କ ସହ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply