ଅଦ୍ଵୈତ ମାର୍ଗ ନୋ ପାର୍କିଂ ଜୋନ ଘୋଷିତ

You are currently viewing ଅଦ୍ଵୈତ ମାର୍ଗ ନୋ ପାର୍କିଂ ଜୋନ ଘୋଷିତ

ଅନୁଗୁଳ: ଅନୁଗୁଳର ଅଦ୍ଵୈତ ମାର୍ଗ ତଥା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଏଣିକି ନୋ ପାର୍କିଂ ଜୋନ ଘୋଷଣା କରିଛି ଆଞ୍ଚଳିକ ପରିବହନ ବିଭାଗ। ପୂର୍ବରୁ ଏହି ରାସ୍ତାରେ ଟ୍ରକ୍,ମିନିଟ୍ରକ,ଅଟୋ ଠାରୁ ଟ୍ରଲି ରିକ୍ସା ମନା ଇଚ୍ଛା ପାର୍କିଂ କରାଯାଉଥିଲା ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।ଏଥିନେଇ ଅଭିଯୋଗ ହେବାପରେ
ଆଞ୍ଚଳିକ ପରିବହନ ବିଭାଗ ରୋକ ଲାଗିଚି। ଏହି ଅଞ୍ଚଳରେ ବେଆଇନ ପାର୍କିଂ କଲେ ଚାଲାଣ କଟିବ ବୋଲି ଜଣା ପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ରାସ୍ତାର ଉଭୟପାର୍ଶ୍ୱ ପାଚେରୀକୁ ପଟ୍ଟ ଚିତ୍ରରେ ସଜାଇଚି ଅନୁଗୁଳ ପୌରପାଳିକା ।

Share

Leave a Reply