ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଜିତ କୁମାର ଧରଙ୍କୁ ଓୟୁଜେ ମିଡିଆ ଆୱାର୍ଡ – ୨୦୨୬ ସମ୍ମାନରେ ସମ୍ମାନୀତ କରାଯାଇଛି। ଓଡିଶା ସାମ୍ବାଦିକ ୟୁନିଅନ୍ ସହବନ୍ଧିତ ଜାତୀୟ ସାମ୍ବାଦିକ ୟୁନିଅନ୍, ନୂଆଁଦିଲ୍ଲୀ ପକ୍ଷରୁ ଅଶୋକ ନଗର ଭୁବନେଶ୍ୱରରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ମିଳିବା ପରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ ଅଜିତ କୁମାର ଧରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଜିତ କୁମାର ଧର ଓୟୁଜେ ମିଡିଆ ସମ୍ମାନରେ ସମ୍ମାନୀତ
- Post published:January 11, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul

