କଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

You are currently viewing କଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

 

କଣିହାଁ : ସ୍ଥାନୀୟ କଣିହାଁ ବ୍ଲକସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ ଯନ୍ତ୍ରୀଙ୍କୁ ସୋମବାର ବିଶାଖାପାଟଣା ପୋଲିସ ଉଠାଇ ନେଇଛି। ଯନ୍ତ୍ରୀ ଜଣକ ହେଲେ ନରଭl ଆପର (୩୬)।
ସୂଚନା ମୁତାବକ, ନରଭl ଆପରଙ୍କ ନାଁରେ ପାରିବାରିକ କନ୍ଦଳ ସହିତ ସାଇବର ମାମଲା ମଧ୍ୟ ରହିଥିଲା l ଏହାକୁ ନେଇ ଆନ୍ଧ୍ର ପୋଲିସ ଅନୁଗୁଳ ସ୍ଥିତ କଣିହାଁରେ ପହଞ୍ଚି ଯନ୍ତ୍ରୀ ରହୁଥିବା ବାସଭବନରେ ଚଢଉ କରି ତାଙ୍କୁ ଉଠାଇ ନେଇଥିଲା। ଏହି ଘଟଣା ଏନଟିପିସି ଅଞ୍ଚଳରେ ଚର୍ଚ୍ଚlରେ ରହିଛି।

Share

Leave a Reply