ବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଏକ ଦାମୀ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଚାଲିଥିଲା ବ୍ରାଉନ୍‌ସୁଗାର କାରବାର। ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କଣିହାଁ ପୁଲିସର ମିଳିତ ଟିମ୍‌ ଛେଳିଆ ଖେଳପଡ଼ିଆ ନିକଟରେ ଚଢ଼ାଉ କରିଥିଲା।…

Continue Readingବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ: ଅଳ୍ପକେ ବର୍ତ୍ତିଲେ ଭଉଣୀ,ଭାଇ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି। ତାରିଣୀ ମନ୍ଦିର ନିକଟରେ ଥିବା ଏକ ବିରାଟ ପୁରୁଣା ବରଗଛ ଭାଙ୍ଗି ଘର ଉପରେ ପଡ଼ିଯିବାରୁ ଘରେ ଶୋଇଥିବା ନାବାଳକ…

Continue Readingଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ: ଅଳ୍ପକେ ବର୍ତ୍ତିଲେ ଭଉଣୀ,ଭାଇ ଆହତ

କଣିହାଁରେ ଏଆଇଡିଏସ୍ଓ ପକ୍ଷରୁ ସଂକଳ୍ପ ଯାତ୍ରା ଓ ସଭା ଆୟୋଜିତ

ଅନୁଗୋଳ: ଦିଲ୍ଲୀର ଛାତ୍ର-ଯୁବ ଆନ୍ଦୋଳନ ଓ ଦେଶବ୍ୟାପୀ ଚାପର ପ୍ରଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ଏଆଇଡିଏସ୍ଓ ପକ୍ଷରୁ କଣିହାଁ ମହାବିଦ୍ୟାଳୟ ସମ୍ମୁଖରେ ସୋମବାର ଏକ ସଭା ଅନୁଷ୍ଠିତ ହୋଇଛି। ସଂଗଠକ ସତ୍ୟବ୍ରତ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ…

Continue Readingକଣିହାଁରେ ଏଆଇଡିଏସ୍ଓ ପକ୍ଷରୁ ସଂକଳ୍ପ ଯାତ୍ରା ଓ ସଭା ଆୟୋଜିତ

କଣିହାଁରେ ଦୁଇଟି ପୁସ୍ତକ ଲୋକାର୍ପିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ କୋଇଲା କ୍ଷେତ୍ର ସଭାଗୃହରେ ରବିବାର ଏକ ଗରିମାମୟ ଉତ୍ସବରେ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଛି। କଣିହାଁ କୋଇଲା କ୍ଷେତ୍ରର ପ୍ରବନ୍ଧକ ଇଂ. ଦିନେଶ କୁମାର ମାଳିଙ୍କ ରଚିତ 'ପବିତ୍ର ମୋହନ ପ୍ରଧାନ: ଭାରତ ରତ୍ନ କେ…

Continue Readingକଣିହାଁରେ ଦୁଇଟି ପୁସ୍ତକ ଲୋକାର୍ପିତ

ଚାଷ ଜମିରେ ଜମିଥିବା ପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ

​ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଗଣ୍ଡମଳା ପଞ୍ଚାୟତ ସୁଲେଇପାଳ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚାଷ ଜମିରେ ଜମି ରହିଥିବା ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁଲେଇପାଳ ଗ୍ରାମର ମିଲୁ ରାଉତ।​ସୂଚନା…

Continue Readingଚାଷ ଜମିରେ ଜମିଥିବା ପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ

ପାଠ୍ୟପୁସ୍ତକରେ ତ୍ରୁଟି: କଣିହାଁରେ ଏଆଇଡିଏସଓର ବିକ୍ଷୋଭ

ଅନୁଗୋଳ: ରାଜ୍ୟରେ ପ୍ରଚଳିତ ତ୍ରୁଟିପୂର୍ଣ୍ଣ ଓ ଅବୈଜ୍ଞାନିକ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଆଜି ଏଆଇଡିଏସଓ, କଣିହାଁ ବ୍ଲକ କମିଟି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରଛାତ୍ରୀମାନେ ପୁରୁଣା ହାଟ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି…

Continue Readingପାଠ୍ୟପୁସ୍ତକରେ ତ୍ରୁଟି: କଣିହାଁରେ ଏଆଇଡିଏସଓର ବିକ୍ଷୋଭ

କଣିହାଁରେ ବିଜେଡିର ସାଙ୍ଗଠନିକ ବୈଠକ: ୧୪ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପାଇଁ ପ୍ରସ୍ତୁତି

ଅନୁଗୋଳ: ରବିବାର ଅନୁଗୋଳ କଣିହାଁର ରେଙ୍ଗାଳି ଡାକବଙ୍ଗଳାଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ବିଧାୟକ ମୁକେଶ କୁମାର ପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବୁଥ୍ ସ୍ତରୀୟ ସଙ୍ଗଠନକୁ ସୁଦୃଢ଼ କରିବା ସହ SIR କାର୍ଯ୍ୟକ୍ରମର ଅଗ୍ରଗତି…

Continue Readingକଣିହାଁରେ ବିଜେଡିର ସାଙ୍ଗଠନିକ ବୈଠକ: ୧୪ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପାଇଁ ପ୍ରସ୍ତୁତି

ମା’ଙ୍କ ବିୟୋଗର କିଛି ଦିନ ପରେ ପୁଅର ଅକାଳ ମୃତ୍ୟୁ: କଣିହାଁ ଅଞ୍ଚଳରେ ଶୋକର ଛାୟା

​ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜରଡ଼ା ପଞ୍ଚାୟତ ଅଧୀନ ଗୁଣ୍ଡୁରିନାଳୀ ଗ୍ରାମର ବିଶିଷ୍ଟ ଉଦ୍ୟୋଗୀ ତଥା ସମାଜସେବୀ ଗଗନ ବିହାରୀ ସାମଲ (୪୪)ଙ୍କ ଅକାଳ ବିୟୋଗ ଘଟିଛି। ଗତକାଲି ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ…

Continue Readingମା’ଙ୍କ ବିୟୋଗର କିଛି ଦିନ ପରେ ପୁଅର ଅକାଳ ମୃତ୍ୟୁ: କଣିହାଁ ଅଞ୍ଚଳରେ ଶୋକର ଛାୟା

ଫାଟିଲା ଆସ୍ ପଣ୍ଡ ପାଇପ୍: କଣିହାଁ–ଡେରଙ୍ଗ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଏନଟିପିସିର ଏକ ଆସ୍ ପଣ୍ଡ (ପାଉଁଶ ପୋଖରୀ) ପାଇପ୍ ଫାଟିବା ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। କଣିହାଁ ରେଞ୍ଜର ଚାରା ଉଦ୍ୟାନ ନିକଟରେ ଏହି ଦୁର୍ଘଟଣା ଘଟିବା ଫଳରେ କଣିହାଁ–ଡେରଙ୍ଗ ମୁଖ୍ୟ ରାସ୍ତାରେ…

Continue Readingଫାଟିଲା ଆସ୍ ପଣ୍ଡ ପାଇପ୍: କଣିହାଁ–ଡେରଙ୍ଗ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

କଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

ଅନୁଗୁଳ: କଣିହାଁ ଟ୍ରକ ମାଲିକ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କଣିହାଁ ଠାରେ ଆୟୋଜିତ ପ୍ରତିବାଦ ସଭାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଆନ୍ଦୋଳନକାରୀଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଟ୍ରକ ମାଲିକ ସଂଘ ପକ୍ଷରୁ…

Continue Readingକଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ