ପାଟ୍ରୋଲିଂ ବେଳେ କଣିହାଁ ପୋଲିସକୁ ସଫଳତା: ବେଆଇନ ବାଲି ବୋଝେଇ ହାଇୱା ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପୋଲିସ ପକ୍ଷରୁ ବେଆଇନ ବାଲି ବୋଝେଇ ହାଇୱା ଗାଡି ଜବତ କରାଯାଇଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ସାନତ୍ରିବିଡା ଗ୍ରାମର ପାଖରୁ ବାଲି ବୋଝେଇ ଗାଡି କଣିହାଁ ଅଭିମୁଖେ ଆସୁଥିଲା। ଏହି ସମୟରେ କଣିହାଁ…



