ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଚୌଧୁରୀ ବେହେରାଙ୍କ ପରଲୋକ, କଣିହାଁରେ ଶୋକର ଛାୟା

ଅନୁଗୋଳ: ବରିଷ୍ଠ କଂଗ୍ରେସ ନେତ୍ରୀ ଶାନ୍ତିଲତା ବେହେରାଙ୍କ ପିତା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଚୌଧୁରୀ ବେହେରାଙ୍କ (୫୯) ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ମସ୍ତିଷ୍କାଘାତରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ…

Continue Readingଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଚୌଧୁରୀ ବେହେରାଙ୍କ ପରଲୋକ, କଣିହାଁରେ ଶୋକର ଛାୟା

ବିଦ୍ୟୁତ୍ ତାର ଚୋରି ଓ ଡକାୟତି ମାମଲାରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ପୁଲିସ ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଗେଙ୍ଗୁଟିଆ ଗ୍ରାମ ନିକଟରେ ବିଦ୍ୟୁତ୍ ଖୁଣ୍ଟରୁ ତାର ଚୋରି…

Continue Readingବିଦ୍ୟୁତ୍ ତାର ଚୋରି ଓ ଡକାୟତି ମାମଲାରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ : ହାସ୍ୟ, ବ୍ୟଙ୍ଗ, ଦେଶପ୍ରେମ କବିତା ପରିବେଷଣ କଲେ କବିଗଣ

ଅନୁଗୋଳ: ହିନ୍ଦୀ ପକ୍ଷ ଅବସରରେ ହିନ୍ଦୀ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ସହ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ ପକ୍ଷରୁ ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଛି। ସେପ୍ଟେମ୍ବର ୨୮ରେ ଆୟୋଜିତ ଏହି…

Continue Readingଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ : ହାସ୍ୟ, ବ୍ୟଙ୍ଗ, ଦେଶପ୍ରେମ କବିତା ପରିବେଷଣ କଲେ କବିଗଣ

୧୪ ବିଦ୍ୟାଳୟର ୧୨୦ ପ୍ରତିଯୋଗୀଙ୍କୁ ନେଇ ଜୋନ୍‌ସ୍ତରୀୟ କ୍ରୀଡ଼ା

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ର ପବିତ୍ରନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜୋନ୍‌ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ପରାବିଲ…

Continue Reading୧୪ ବିଦ୍ୟାଳୟର ୧୨୦ ପ୍ରତିଯୋଗୀଙ୍କୁ ନେଇ ଜୋନ୍‌ସ୍ତରୀୟ କ୍ରୀଡ଼ା

ଜଗମୋହନ କଲେଜରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ କୁଳୁମାସ୍ଥିତ ଜଗମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ ହୋଇଛି। କଲେଜର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରର ଶୁଭ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ…

Continue Readingଜଗମୋହନ କଲେଜରେ ‘ଇନ୍ଦିରା ପ୍ରଧାନ ସ୍ମୃତି ପାଠାଗାର’ ଉଦ୍‌ଘାଟିତ

ଏମ୍‌ସିଏଲ୍‌ ଠିକା କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ୭ ଦିନରେ ନିଷ୍ପତ୍ତି ନହେଲେ ଆନ୍ଦୋଳନ ଚେତାବନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ ଅଧୀନ ୧୨ଟି ପଞ୍ଚାୟତର କ୍ଷତିଗ୍ରସ୍ତ ପରିବାରର ଯୋଗ୍ୟ ବେକାର ଯୁବକଙ୍କୁ ଏମ୍‌ସିଏଲ୍‌ ଅଧୀନସ୍ଥ ଠିକା କମ୍ପାନୀଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ଦାବି ଜୋରଦାର ହୋଇଛି। ଏନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ସମ୍ପୃକ୍ତ କମ୍ପାନୀ…

Continue Readingଏମ୍‌ସିଏଲ୍‌ ଠିକା କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ୭ ଦିନରେ ନିଷ୍ପତ୍ତି ନହେଲେ ଆନ୍ଦୋଳନ ଚେତାବନୀ

ମା’ ହିଙ୍ଗୁଳା ଓ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ

ଅନୁଗୋଳ:  ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନୀ ଆଖଣ୍ଡଳମଣି ଓ ମା' ସନ୍ତୋଷୀ ମନ୍ଦିରରେ ମା' ହିଙ୍ଗୁଳା ଓ ମା' ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖରେ ସନ୍ତୋଷୀ ମା'ଙ୍କ ୩୭ତମ ବାର୍ଷିକ…

Continue Readingମା’ ହିଙ୍ଗୁଳା ଓ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ

ବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଏକ ଦାମୀ ବିଏମ୍‌ଡବ୍ଲ୍ୟୁ କାର୍‌ରେ ଚାଲିଥିଲା ବ୍ରାଉନ୍‌ସୁଗାର କାରବାର। ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କଣିହାଁ ପୁଲିସର ମିଳିତ ଟିମ୍‌ ଛେଳିଆ ଖେଳପଡ଼ିଆ ନିକଟରେ ଚଢ଼ାଉ କରିଥିଲା।…

Continue Readingବିଏମ୍‌ଡବ୍ଲ୍ୟୁ କାର୍‌ରେ ବ୍ରାଉନ୍‌ସୁଗାର କାରବାର: ୧୦ ଗ୍ରାମ ଜବତ, ୩ ଗିରଫ

ଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ: ଅଳ୍ପକେ ବର୍ତ୍ତିଲେ ଭଉଣୀ,ଭାଇ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି। ତାରିଣୀ ମନ୍ଦିର ନିକଟରେ ଥିବା ଏକ ବିରାଟ ପୁରୁଣା ବରଗଛ ଭାଙ୍ଗି ଘର ଉପରେ ପଡ଼ିଯିବାରୁ ଘରେ ଶୋଇଥିବା ନାବାଳକ…

Continue Readingଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ: ଅଳ୍ପକେ ବର୍ତ୍ତିଲେ ଭଉଣୀ,ଭାଇ ଆହତ

କଣିହାଁରେ ଏଆଇଡିଏସ୍ଓ ପକ୍ଷରୁ ସଂକଳ୍ପ ଯାତ୍ରା ଓ ସଭା ଆୟୋଜିତ

ଅନୁଗୋଳ: ଦିଲ୍ଲୀର ଛାତ୍ର-ଯୁବ ଆନ୍ଦୋଳନ ଓ ଦେଶବ୍ୟାପୀ ଚାପର ପ୍ରଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ଏଆଇଡିଏସ୍ଓ ପକ୍ଷରୁ କଣିହାଁ ମହାବିଦ୍ୟାଳୟ ସମ୍ମୁଖରେ ସୋମବାର ଏକ ସଭା ଅନୁଷ୍ଠିତ ହୋଇଛି। ସଂଗଠକ ସତ୍ୟବ୍ରତ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ…

Continue Readingକଣିହାଁରେ ଏଆଇଡିଏସ୍ଓ ପକ୍ଷରୁ ସଂକଳ୍ପ ଯାତ୍ରା ଓ ସଭା ଆୟୋଜିତ