ପୂଜାରେ ମନ ଇଚ୍ଛା ଗାତ ଖୋଳି ଫାଇନ୍ ଗଣିଲେ ଟେଣ୍ଟ ହାଉସ

You are currently viewing ପୂଜାରେ ମନ ଇଚ୍ଛା ଗାତ ଖୋଳି ଫାଇନ୍ ଗଣିଲେ ଟେଣ୍ଟ ହାଉସ

ଅନୁଗୁଳ: ଗଣେଶ ପୂଜା ସମୟରେ ମନ ଇଚ୍ଛା ଗାତ ଖୋଳି ସରକାରୀ ରାସ୍ତା ନଷ୍ଟ କରିଥିବା ଅଭିଯୋଗରେ ଅନୁଗୁଳ ସହରର ବିଭିନ୍ନ ଟେଣ୍ଟ୍ ହାଉସକୁ ତଣ୍ଡ ଗଣିବାକୁ ପଡ଼ିଛି।

ସୂଚନା ଯେ, ସ୍ଵସ୍ତିକ ଟେନ୍ଟ ହାଉସକୁ ୧୬୦୦ ଟଙ୍କା, ସଂତୋଷିନି ଟେନ୍ଟ ହାଉସକୁ ୩୦୪୦ ଟଙ୍କା, ଜଳ ଟେଣ୍ଟ ହାଉସକୁ ୨୨୪୦ ଟଙ୍କା, ପ୍ରଧାନ ଟେନ୍ଟ ହାଉସକୁ ୮୦୦୦, ଉମାଶଙ୍କର  ଟେନ୍ଟ ହାଉସକୁ ୮୦୦ ଟଙ୍କା, ବିନାୟକ ଟେଣ୍ଟ ହାଉସକୁ ୪୮୦, ଶାକସୀଙ୍ଗା ଟେଣ୍ଟ ହାଉସକୁ ୮୮୦, ପ୍ରଧାନ ଟେଣ୍ଟ ହାଉସ ଶାକସିଙ୍ଗାକୁ ୭୩୬୦ ଟଙ୍କା ଓ ମହିମା ଟେଣ୍ଟ ହାଉସକୁ ୫୧୨୦ ଟଙ୍କା ଅନୁଗୁଳ ପୌରପାଳିକା ପକ୍ଷରୁ ଫାଇନ୍ କରାଯାଇଛି।

Share

Leave a Reply