ଅନୁଗୁଳ: ଅନୁଗୁଳ ସହର ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳ ବୈଶାଖୀରେ ପବନ, ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଏସବୁ ସତ୍ବେ ଦୀର୍ଘ ଦିନର ଗ୍ରୀଷ୍ମ ପ୍ରବାହପରେ ଆଜିର ବର୍ଷା ସାଧାରଣରେ ଆସ୍ବତି ଆଣିବାସହ ଥଣ୍ଡାପବନ ବୋହିବା ଆରମ୍ଭ କରିଛି। ଝଡ଼ ତୋପାନରେ କେତେକ ସ୍ଥାନରେ ଗଛପତ୍ର ଭାଙ୍ଗି ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି।
ଅନୁଗୁଳରେ କାଳ ବୈଶାଖୀ
- Post published:May 5, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul