ତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି

ତାଳଚେର: ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା। ଏହି ଅପମିଶ୍ରିତ ମିକ୍ସଚର ଖାଇ ବହୁ ଲୋକ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏହି କାରଖାନାରୁ ଦୈନିକ…
Read More...

ଗାଁରେ ଆସୁନି ମୋବାଇଲ ନେଟୱାର୍କ, ସିଗ୍ନାଲ ପାଇଁ ପାହାଡ଼ ଓ ଗଛରେ ଚଢ଼ୁଛନ୍ତି ଲୋକେ

ଅନୁଗୁଳ: ଏବେ ଆଧୁନିକ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି। କିନ୍ତୁ ଏବେ ବି କିଛି ଏମିତି ଗାଁ ଅଛି ଯେଉଁଠାରେ ସାମାନ୍ୟ ମୋବାଇଲ ନେଟୱାର୍କ ବି ନାହିଁ। ମାଇଲ ମାଇଲ ବାଟ ଚାଲିବା ପରେ ଲୋକେ ନେଟୱାର୍କ…
Read More...

ଭୁବନେଶ୍ୱରୀ କୋଇଲାଖଣି ପକ୍ଷରୁ ଖଣି ସୁରକ୍ଷା ପକ୍ଷ ପାଳିତ

ତାଳଚେର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ତରଫରୁ ଆଜି ଠାରୁ ତାଳଚେରର ସମସ୍ତ କୋଇଲାଖଣିରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ -୨୪ ପାଳନ ସମାରୋହର ଶୁଭାରମ୍ଭ ହୋଇଛି । ଚଳିତ ଜାନୁୟାରୀ ମାସ…
Read More...

ସାଥୀ ପରିବାର ଦ୍ୱାରା ଜଳବାୟୁ ସ୍ଥିରତା କାର୍ଯ୍ଯକ୍ରମ ଅନୁଷ୍ଠିତ

ଅନୁଗୁଳ: ଜଳବାୟୁ ପରିବର୍ତ୍ତନ ଓ ଅନ୍ଯାନ୍ଯ ପରିବେଶ ସମସ୍ଯା ପ୍ରସଙ୍ଗରେ ଆଜିର ଯୁବଗୋଷ୍ଠୀଙ୍କ ମନରେ ଗମ୍ଭୀରତା ଭାବନା ଓ କର୍ତ୍ତବ୍ଯନିଷ୍ଠା ଜାଗ୍ରତ କରିବା ପାଇଁ ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ…
Read More...

ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ବନ୍ଦ କଲେ ୭୦ ଲକ୍ଷ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ ବନ୍ଦ କରିଛନ୍ତି ସରକାର। ଏସବୁ ମୋବାଇଲ ନମ୍ବର ସଂଯୋଗ ଥିବା ଆକାଉଣ୍ଟରେ ସନ୍ଦିଗ୍ଧ ଆର୍ଥିକ କାରବାର…
Read More...

ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା, ୩ ଦିନ ଯାଏଁ କାଚିବ

ଭୁବନେଶ୍ୱର : ନଭେମ୍ବର ପହିଲାରୁ ପୁଣି ବର୍ଷିବ। ଆସନ୍ତାକାଲି ଅର୍ଥାତ୍ ବୁଧବାରରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ବଙ୍ଗୋପସାଗରରୁ ପୂର୍ବାଳୀ ତରଙ୍ଗ ପ୍ରଭାବରେ କାଲିଠୁ ବର୍ଷା…
Read More...

ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସାମାଜିକ ସୁରକ୍ଷା ମଞ୍ଚ

ଅନୁଗୁଳ: ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚ ନେତୃତ୍ବରେ ହାତୀ ଉପଦ୍ରବ ବନ୍ଦ କରିବା ସହ ଅନ୍ୟାନ୍ୟ ଦାବିରେ ଦୁଇ ଦିନଧରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଚାଲିଥିବା ଗଣଧାରଣା ଆଜି ପ୍ରତ୍ୟାହୃତ ହୋଇଛି। ଜିଲ୍ଲା ପ୍ରଶାସନର…
Read More...

ରୟାଲ ମୋଟର୍ସର ଦୁର୍ଗା ପୂଜା ଅଫର୍: କୋମାକି ଇଲେକ୍ଟ୍ରି ସ୍କୁଟର- ବାଇକ କିଣିଲେ ମାଗଣାରେ ମିଳିବ ହେଲମେଟ୍ ଓ ଫାଇନାନ୍ସ

ଅନୁଗୁଳ: ଦୁର୍ଗା ପୂଜା ପାଇଁ ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଠାରେ ଥିବା କୋମାକି ଇଲେକ୍ଟ୍ରି ସ୍କୁଟର ଅଧିକୃତ ବିକ୍ରେତା ରୟାଲ ମୋଟର୍ସ ଆଣିଛି ଧମାକାଦାର ଅଫର୍। ଶୋ ରୁମରେ ସ୍କୁଟର ଓ ବାଇକ ମିଶାଇ ୧୪ଟି ଆକର୍ଷଣୀୟ ମଡେଲ…
Read More...

ଆଠମଲ୍ଲିକର ପୂର୍ବତନ ଏନଏସି ଚେୟାରମ୍ୟାନ ନରେଶ ଦୀପଙ୍କ ପରଲୋକ, ଦୀର୍ଘଦିନ ହେଲା ଥିଲେ ଅସୁସ୍ଥ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଟାଙ୍ଗିଆ ସାହି ନିବାସୀ ଆଠମଲ୍ଲିକ ଏନଏସି ର ପୂର୍ବତନ ଚେୟାରମ୍ୟାନ ନରେଶ ଦୀପଙ୍କର ଆଜି ପରଲୋକ ଘଟିଛି। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ…
Read More...

ଅନୁଗୁଳରେ ଗଡ଼ିଲା ସାଇବର ସୁରକ୍ଷା ରଥ: ପ୍ରତି ପଞ୍ଚାୟତକୁ ଯାଇ ଲୋକଙ୍କୁ କରିବ ସଚେତନ

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ସାଇବର ସୁରକ୍ଷା ଅଭିଯାନ ରଥ ଗଡ଼ିଛି। ଏହି ରଥ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକଙ୍କୁ ସଚେତନ କରାଇବ। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଅତିରିକ୍ତ…
Read More...
error: Content is protected !!