ଆଜି ଅପରାହ୍ନ ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ। ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ। ଏହା…

Continue Readingଆଜି ଅପରାହ୍ନ ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସ ପାଳନ

ଅନୁଗୁଳ: ଅନୁଗୁଳ ହକିମପଡା ସ୍ଥିତ ସତ୍ୟସାଇ ସେବା ସମିତି ଠାରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସକୁ ମହାସମାରୋହରେ ପାଳିତ ହୋଇଯାଇଛି। ଏ ଅବସରରେ ଓଁ କାର ମ, ସୁପ୍ରଭାତ, ନଗର ସଂକୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା ପ୍ରଶାନ୍ତି ଧ୍ବଜା…

Continue Readingସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସ ପାଳନ

ଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ତାଳଚେର: ଜୁନିଅର ଚାମ୍ବର ଇଣ୍ଟର୍ନେସନାଲ (ଜେସିଆଇ) ତାଳଚେର ଶାଖାର ଷଷ୍ଠ ସ୍ଥାପନା ଦିବସ ଶନିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଅଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଉତ୍ସବରେ ନୂତନ ସଭାପତି ମହେଶ ଅଗ୍ରୱାଲ ଶପଥ ଗ୍ରହଣ କରିଥିଲେ। ବିଦାୟୀ ସଭାପତି କୁଶଳ…

Continue Readingଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ବ୍ରାହ୍ମଣ ସମାଜର ବୈଠକ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଷୋଳପଦା ଆଞ୍ଚଳିକ ବୈଦିକ ବ୍ରାହ୍ମଣ ସମାଜର ଏକ ବୈଠକ ଠାକୁର ଗଡ଼ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ୱେଶ୍ୱର ଗଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଅନୁଗୁଳ ବ୍ରାହ୍ମଣ ମହାସଂଘର ସଭାପତି ମୁଖ୍ୟ ଅତିଥି…

Continue Readingବ୍ରାହ୍ମଣ ସମାଜର ବୈଠକ

ଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଡହତା -ପିପଳବାହାଳ ପୂଜା କମିଟି ପକ୍ଷରୁ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଥାନା ଆଇଆଇସି ବିଭୂତି ପ୍ରଧାନ,…

Continue Readingଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

ଉତ୍କର୍ଷ ପରିବାର ଓ ୟୁଥ୍ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ, ବୁଢ଼ୀ ଠାକୁରାଣୀ ମନ୍ଦିର ସଫା କରିବା ସହ ଲଗାଇଲେ ଗଛ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ୟୁଥ୍ ଆଣ୍ଡ ସ୍ପୋର୍ଟସ, ମାଇ ଭାରତ ୟୁଭା ଭାରତ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଗୁଳସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଲାଇଟ୍ ହାଉସର ମୁଖ୍ୟ…

Continue Readingଉତ୍କର୍ଷ ପରିବାର ଓ ୟୁଥ୍ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ, ବୁଢ଼ୀ ଠାକୁରାଣୀ ମନ୍ଦିର ସଫା କରିବା ସହ ଲଗାଇଲେ ଗଛ

ଆଠମଲ୍ଲିକରେ ସରକାରୀ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ, ଯୋଗଦେଲେ ସମସ୍ତ ବିଭାଗୀୟ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନା ଓ କାର୍ଯ୍ଯକ୍ରମଗୁଡ଼ିକୁ ଅଧିକ ତ୍ବରାନ୍ବିତ କରିବା ଏବଂ ଅଚଳ ହୋଇ ପଡ଼ିଥିବା କୃଷି, ଜଳସେଚନ, ଉଠାଜଳ ସେଚନ ଓ ଅନ୍ଯାନ୍ଯ ସରକାରୀ ପଏଣ୍ଟ ଗୁଡ଼ିକ ତୁରନ୍ତ କାର୍ଯ୍ଯକ୍ଷମ ହେବା ଉପରେ…

Continue Readingଆଠମଲ୍ଲିକରେ ସରକାରୀ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ, ଯୋଗଦେଲେ ସମସ୍ତ ବିଭାଗୀୟ ଅଧିକାରୀ

ଘରୁ ନାଗ ସାପ ଉଦ୍ଧାର, ହଣ୍ଡପା ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଗ୍ରାମର ଯଶୋବନ୍ତ ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାପକୁ ହଣ୍ଡପା ବନ ବିଭାଗ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି।ଯଶୋବନ୍ତଙ୍କ କହିବାନୁସାରେ, ତାଙ୍କ…

Continue Readingଘରୁ ନାଗ ସାପ ଉଦ୍ଧାର, ହଣ୍ଡପା ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ଅନୁଗୁଳରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ, ୯ ଦିନ ଧରି କିଣାକିଣି କରିବା ସହ ଖାଦ୍ୟର ମଜା ନେବେ ସହରବାସୀ

ଅନୁଗୁଳ: ଚଳିତ ବର୍ଷ ପଞ୍ଚଦଶତମ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ନାଲକୋନଗର ଠାରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହାୟତାରେ ଆୟୋଜିତ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ କାରିଗର, ସ୍ଵୟଂସହାୟକ ଗୋଷ୍ଠୀ, ଉତ୍ପାଦକ…

Continue Readingଅନୁଗୁଳରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ, ୯ ଦିନ ଧରି କିଣାକିଣି କରିବା ସହ ଖାଦ୍ୟର ମଜା ନେବେ ସହରବାସୀ

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଉତ୍ସବ ପାଳିତ

ଅନୁଗୁଳ: ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସତସଙ୍ଗ ବିହାର ପରିସରରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଓ ମାଙ୍ଗଳିକ ନହବତ, ଉଷା କୀର୍ତନ, ସମବେତ ପ୍ରାତଃ ବିନତି, ଶୁଭ…

Continue Readingଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଉତ୍ସବ ପାଳିତ