ଆଠମଲ୍ଲିକର ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ, ସୁସ୍ଥ ଜୀବନ ପାଇଁ କଲେ କାମନା

ଆଠମଲ୍ଲିକ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ଗ୍ରାମ ଉପକଣ୍ଠ ପୁରୁଣାପାଣିର ଶତାୟୁ ମହିଳା ଶଶୀ ସାହୁ (୧୦୬) ଙ୍କୁ ଆଠମଲ୍ଲିକ ଉପ ଜିଲ୍ଲାପାଳ ଡ. ଜିତେନ୍ଦ୍ର ପାତ୍ର…
Read More...

ବଦଳୁଛି ଡେଙ୍ଗୁ ମଶାର ଚରିତ୍ର: କେବଳ ଦିନ ନୁହେଁ, ଏବେ ରାତିରେ ବି କାମୁଡ଼ୁଛନ୍ତି ଏଡିସ୍‌ ମଶା

ଭୁବନେଶ୍ୱର: ବଦଳୁଛି ଡେଙ୍ଗୁ ମଶାର ଚରିତ୍ର। ଏଣିକି ରାତିରେ ବି କାମୁଡ଼ୁଛନ୍ତି ଏଡିସ୍‌ ମଶା। ପୂର୍ବରୁ ଏଡିସ୍‌ ମଶାର ଯେଉଁ ପ୍ରଜାତି ଡେଙ୍ଗୁ ରୋଗ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି…
Read More...

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଏ। କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ…
Read More...

ବୟସ୍କଙ୍କ ତୁଳନାରେ କିଶୋରଙ୍କୁ ଅଧିକ ପ୍ରଭାବିତ କରେ ଧୂମପାନ, ବଦଳାଇଦିଏ ମସ୍ତିଷ୍କର ଆକାର

ଭୁବନେଶ୍ୱର: ଶରୀର ପାଇଁ ଧୂମପାନ ହାନିକାରକ ବୋଲି ଯେତେ ସଚେତନ କଲେ ବି କିଛି ଲୋକ ଏହି ବଦଭ୍ୟାସରୁ ନିବୃତ ରହିପାରୁନାହାଁନ୍ତି। ଆଜିକାଲି କଲେଜ ପଢ଼ୁଆ ପିଲାଙ୍କଠାରେ ଏହି ଅଭ୍ୟାସ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ…
Read More...

୭୭ ତମ ସ୍ୱାଧୀନତା ଦିବସ: ଜାଣନ୍ତୁ, ଜାତୀୟ ସଂଗୀତ ଓ ଜାତୀୟ ପତାକାର ଇତିହାସ

ଚଳିତବର୍ଷ ୭୭ ତମ ସ୍ୱାଧୀନତା ଦିବସ ପାଳୁଛି ଦେଶ। ଦୀର୍ଘ ଦୁଇ ଶହ ବର୍ଷର ଶାସନ ପରେ ଇଂରେଜଙ୍କ କବଳରୁ ଆମ ଦେଶକୁ ସ୍ୱାଧୀନତା ମିଳିଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇ ଭାରତ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା…
Read More...

ଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?

ଅଗଷ୍ଟ ୧୫ ତାରିଖ ଦିନ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିଥାଏ। କିନ୍ତୁ ଏପରି ଏକ ରାଜ୍ୟ ରହିଛି, ଯିଏ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିନଥାଏ। ସେ ରାଜ୍ୟରେ ନାମ ହେଉଛି ଗୋଆ। ୧୫ ଅଗଷ୍ଟ ୧୯୪୭ରେ ଭାରତ…
Read More...

ହର ଘର ତ୍ରିରଙ୍ଗା: ଅନୁଗୁଳ ସହର ବୁଲି ସଚେତନ କଲା ଡାକ ବିଭାଗ

ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଣୁ ଅନୁଗୁଳ ଡାକ ବିଭାଗ ପକ୍ଷରୁ ଆଜି ସକାଳେ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ପାଇଁ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର…
Read More...

ଶତାୟୁ ମହିଳାଙ୍କ ଜନ୍ମଦିନ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେ ତମ ଜନ୍ମଦିନ ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି। ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିଥି…
Read More...

ଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଅନୁରାଗ କୁମାର। ସୂଚନା ମୁତାବକ, ଅନୁରାଗ କୁମାର ଅନଲାଇନରେ…
Read More...

ସାଇକେଲ ସହ ଟାଟାଏସି ଧକ୍କା, ୩ ଆହତ ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଛକ ନିକଟରେ ଆଜି ସାଇକେଲ ସହ ଟାଟାଏସି ଧକ୍କା ହୋଇଛି। ସୂଚନା ଯେ, ନୂଆହତା ଗ୍ରାମର ଚାରି ଜଣ ବ୍ୟକ୍ତି ଦୈନିକ କାମ ସାରି ସନ୍ଧ୍ୟାରେ ଚାରଟି ସାଇକେଲ ଯୋଗେ ନିଜ…
Read More...
error: Content is protected !!