ଜିଏମଡିସି ପକ୍ଷରୁ ଶୈଳଶ୍ରୀ କ୍ଷେତ୍ରର ଆଲୋକିକରଣ

You are currently viewing ଜିଏମଡିସି ପକ୍ଷରୁ ଶୈଳଶ୍ରୀ କ୍ଷେତ୍ରର ଆଲୋକିକରଣ

ଅନୁଗୁଳ: ଜିଏମଡିସି ପକ୍ଷରୁ ଏହାର ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟ ସ୍ୱରୂପ ଗ୍ରାମ୍ୟ ବିକାଶ ଟ୍ରଷ୍ଟ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରର ଅଲୋକିକରଣ କାର୍ଯ୍ୟ ହାତକୁ ନେଇଛି। ଏହା ଫଳରେ ଜଗନ୍ନାଥ ମନ୍ଦିରର ଦୀର୍ଘ ଦିନର ସୋନ୍ଦର୍ଯ୍ୟକରଣ କାମର ପୂର୍ଣ୍ଣତା ଆସିଛି। ଏବେ ରାତିରେ ଶୈଳଶ୍ରୀ କ୍ଷେତ୍ରର ଅନୁପମ ଦୃଶ୍ୟ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ମାନଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି। ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କ ଉଦ୍ୟମ କ୍ରମେ ଏହି ଆଲୋକିକରଣ କାର୍ଯ୍ୟ ରଥ ଯାତ୍ରା ପୂର୍ବରୁ ସମ୍ପନ୍ନ ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ଆନନ୍ଦ ପ୍ରକାଶ କରିଛନ୍ତି।

Share

Leave a Reply