ଅନୁଗୁଳ: ସ୍ଥାନୀୟ ପିଟିସି ପଡିଆରେ ଆୟୋଜିତ ଗ୍ରାମାଞ୍ଚଳ ଫୁଟବଲ ଲିଗର ବୁଧବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ କାଇଁଶିରିପାଲି ୧-୦ ଗୋଲ ରେ ଜୟମଲ୍ଲ କୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ ରେ ୧୫ ନମ୍ୱର୍ ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ। ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
ଗ୍ରାମାଞ୍ଚଳ ଫୁଟବଲ ଲିଗ୍: ସେମିଫାଇନାଲରେ କାଇଁଶିରିପାଲି
- Post published:February 19, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
Tags: Angul


