କାର୍ଯ୍ୟରେ ଯୋଗ ଦେଲେ ଅନୁଗୁଳର ନୂଆ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର

You are currently viewing କାର୍ଯ୍ୟରେ ଯୋଗ ଦେଲେ ଅନୁଗୁଳର ନୂଆ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର

ଅନୁଗୁଳ: ଅନୁଗୁଳର ନୂତନ ଏସ୍‌ପି ଭାବେ ଆଜି ସୁଧାଂଶୁ ଶେଖର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ବାଲେଶ୍ୱର ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ମିଶ୍ର ଦାୟିତ୍ୱ ନେବା ପରେ ତାଙ୍କୁ ସାଧାରଣ ଜନତା ଓ ପୋଲିସ କର୍ମଚାରୀ ସ୍ୱାଗତ କରିଛନ୍ତି। ଆଗକୁ ଅନୁଗୁଳ ଜିଲ୍ଲାରେ ଲୋକଙ୍କ ସୁରକ୍ଷା ଓ ଶୃଙ୍ଖଳା ପ୍ରତି ସେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply