ଅନୁଗୁଳ: ସ୍ଥାନୀୟ ଗୀତାଗ୍ରାମରେ ଜଣେ ଦମ୍ପତିଙ୍କୁ ଦୁଇ ଯୁବକ ଆକ୍ରମଣ କରିଛନ୍ତି। ରାଣୀଗୋଡ଼ା ଗ୍ରାମର ଦୀପୁନ ବେହେରା ଓ ତାଙ୍କ ସ୍ତ୍ରୀ ପାୟଲ ବିଶ୍ଵାଳ ରବିବାର ସକାଳେ ଘରୁ ଆସୁଥିବାବେଳେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ଉଭୟଙ୍କୁ ମାରପିଟ କରିବା ସହିତ ଗାଡିର କାଚ ଭାଙ୍ଗିଦେଇଥିଲେ ଓ ପାୟଲଙ୍କ ମନିପର୍ସ ନେଇ ପଳାଇଥିଲେ। ଏନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସହ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦମ୍ପତିଙ୍କୁ ଆକ୍ରମଣ: ଗାଡି ଭାଙ୍ଗିଲେ, ମନିପର୍ସ ନେଇ ଚମ୍ପଟ ମାରିଲେ
- Post published:September 23, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul