ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ଘଟିଲା ତୁମୁଳକାଣ୍ଡ । ଜଳଖିଆ ଦୋକାନୀଙ୍କୁ ବିଧା, ଗୋଇଠା ମାଡ଼ ; ଅଶ୍ରାବ୍ୟ ଭାଷାରେ ଗାଳି । ଏତିକିରେ ରାଗ ଶାନ୍ତ ହେଲାନି ଯେ, ଦୋକାନରୁ ମିଠା ଫିଙ୍ଗିଦେଲେ ଗ୍ରାହକ । ଶନିବାର ସନ୍ଧ୍ୟାରେ…

Continue Readingଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ତୁମୁଳକାଣ୍ଡ

ମଦ ଦୋକାନରୁ ଲୁଟ ଘଟଣା; ୨ ଅଭିଯୁକ୍ତ ଗିରଫ

ଅନୁଗୁଳ‌: ନାଲକୋ ଥାନା ଅନ୍ତର୍ଗତ ଶିଶୁ ହାଟିଂ ଠାରେ ଥବା ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଦୋକାନ ଲୁଟ ଘଟଣାର ୨ ଅଭିଯୁକ୍ତଙ୍କୁ ପୁଲିସ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଫେବୃଆରି ୪ ତାରିଖରେ ଶିଶୁ ହାଟିଂର…

Continue Readingମଦ ଦୋକାନରୁ ଲୁଟ ଘଟଣା; ୨ ଅଭିଯୁକ୍ତ ଗିରଫ

ଜରଡ଼ାରେ ମାତିଲେ ଚୋର

ଅନୁଗୁଳୁ: କଣିହାଁ ଥାନା ଅଧୀନସ୍ଥ ଜରଡା ଗ୍ରାମରେ ବୁଧବାର ରାତିରେ ଏକାଧିକ ସ୍ଥାନରୁ ଚୋରି ହୋଇଛି । ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି । ଘଟଣାରୁ ପ୍ରକାଶ ଯେ,…

Continue Readingଜରଡ଼ାରେ ମାତିଲେ ଚୋର

ଦୁର୍ଗମ ନଗିରା ଅଞ୍ଚଳରେ ପୁଲିସ ଚଢ଼ଉ; ୨ ଏକର ଅଫିମ ଗଛ ନଷ୍ଟ

ଅନୁଗୁଳ: ଗଞ୍ଜେଇ ପ୍ରବଣ ଅନୁଗୁଳରେ ଅଫିମ ଚାଷ ସାମ୍ନାକୁ ଆସିଛି । ପାଳଲହଡ଼ା ବ୍ଳକ୍ ଉପାନ୍ତ ତଥା ମାଓପ୍ରବଣ ନଗିରା ଅଞ୍ଚଳରେ ଅଫିମ ଚାଷ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ପାଳଲହଡ଼ା ପୁଲିସ୍ ଶୁକ୍ରବାର ଚଢ଼ଉ କରି ନଗିରା…

Continue Readingଦୁର୍ଗମ ନଗିରା ଅଞ୍ଚଳରେ ପୁଲିସ ଚଢ଼ଉ; ୨ ଏକର ଅଫିମ ଗଛ ନଷ୍ଟ

ଟ୍ରାନ୍ସଫର୍ମର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

ଅନୁଗୁଳ: ସଦର ଥାନା ଇଲାକା ଆଟିଓ ଅଫିସ୍ ନିକଟରେ ଏକ ନିର୍ମାଣାଧୀନ କୋଠାରୁ ବଡ଼ଧରଣର ଚୋରି ହୋଇଛି । କିଛି ଦୁର୍ବୃତ୍ତ ଗତ ମଙ୍ଗଳବାର ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି…

Continue Readingଟ୍ରାନ୍ସଫର୍ମର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

ଗୋଟିଏ ରାତିରେ ୩ ଦୋକାନରୁ ଚୋରି

ଅନୁଗୁଳୁ: ବଅଁରପାଳ ବ୍ଲକ୍ ମହୀଧରପୁର ହାଟଛକ ଇଲାକାର ୩ଟି ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ଅନୁସନ୍ଧାନ ଚଳାଇଛି । ପ୍ରକାଶଯେ, ମହୀଧରପୁର ହାଟଛକରେ ଥିବା ସୁବ୍ରତ…

Continue Readingଗୋଟିଏ ରାତିରେ ୩ ଦୋକାନରୁ ଚୋରି

କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ଅନୁଗୁଳ: ବହୁଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଗତବର୍ଷ ଅଭିଯୁକ୍ତ ଶ୍ରୀନିବାସ ଓରଫ୍ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକସ୍ ଅଦାଲତ । ତେବେ ଏହି ଫାଶୀ ଦଣ୍ଡାଦେଶକୁ…

Continue Readingକାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

କୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାଗଡ଼ ବନାଞ୍ଚଳ ବାଲିଜେରେଙ୍ଗ ଗ୍ରାମରେ ଏକ ମାଈହାତୀ ପରିତ୍ୟକ୍ତ କୂଅରେ ପଡ଼ି କଲବଲ ହେଉଛି। ଆଜି ସକାଳୁ ଗ୍ରାମର କିଛି ଲୋକ କୂଅରେ ହାତୀ ପଡ଼ିଥିବାଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ…

Continue Readingକୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି

ସୁନାଗହଣା ଚୋରି, ଜଣେ ଗିରଫ

ଅନୁଗୁଳ: ତୁରଙ୍ଗ ଇନ୍ଦ୍ରହରି ନଗରରୁ ଚୋରି ଘଟଣାରେ ଜଣେ ଯୁବକଙ୍କୁ ଅନୁଗୁଳ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କରଡ଼ାଗାଡ଼ିଆର ଶିବା ଗୋଚ୍ଛାୟତ(୨୨)। ପୁଲିସ ସୂଚନା ଅନୁସାରେ, ତୁରଙ୍ଗ ଇନ୍ଦ୍ରହରି ନଗରରେ ରହୁଥିବା ଜଳଧର ସାହୁଙ୍କ ଘରୁ ଗତ…

Continue Readingସୁନାଗହଣା ଚୋରି, ଜଣେ ଗିରଫ

ସାହିତ୍ୟଠୁ ସଂସ୍କୃତି, ସଙ୍ଗୀତ; ଆଗଧାଡ଼ିରେ ମହିଳା

ଅନୁଗୁଳୁ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ପ୍ରକୃତରେ ମହିଳାଙ୍କ ବିକାଶ ରାଷ୍ଟ୍ରୀୟ ବିକାଶର ଅନ୍ୟତମ ଅଂଶ ବିଶେଷ। ଏ ପରିପ୍ରେକ୍ଷୀରେ ଅନୁଗୁଳୁର ବହୁ ନାରୀ ପ୍ରତିଭା ଏ ମାଟି…

Continue Readingସାହିତ୍ୟଠୁ ସଂସ୍କୃତି, ସଙ୍ଗୀତ; ଆଗଧାଡ଼ିରେ ମହିଳା