ତାଳଚେରରେ ଆର୍‌ଟିପିସିଆର୍ ଟେଷ୍ଟିଂ ଦାବି

ଅନୁଗୁଳ: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ କୋଭିଡ୍ ଚିହ୍ନଟ ପାଇଁ କେବଳ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବା ବେଳେ ଆରଟିପିସିଆର୍ ପରୀକ୍ଷା କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ…

Continue Readingତାଳଚେରରେ ଆର୍‌ଟିପିସିଆର୍ ଟେଷ୍ଟିଂ ଦାବି

କରୋନାରେ ଆଖି ବୁଜିଲେ ଛାତ୍ରନେତା

ଅନୁଗୁଳ: ଘାତକ ସାବ୍ୟସ୍ତ ହୋଇଛି ପ୍ରାଣଘାତୀ କରୋନା। ଅନୁଗୁଳ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ିଛି । ଶନିବାର ରାତିରେ କରୋନା ସଂକ୍ରମିତ ଛାତ୍ର କଂଗ୍ରେସ ନେତା ଫାରୁକ୍ ଅହମ୍ମଦ(୨୨) ଙ୍କ…

Continue Readingକରୋନାରେ ଆଖି ବୁଜିଲେ ଛାତ୍ରନେତା

ଜଳିଗଲା କଣ୍ଟେନର୍

ଅନୁଗୁଳ: ୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ା ଟାଉନ ଉପକଣ୍ଠ ଶିବମନ୍ଦିର ଛକରେ ଛିଡ଼ା ହୋଇଥିବା ଏକ ମାଲ୍ ବୋଝେଇ କଣ୍ଟେନର୍ (ଏଚ୍ଆର୬୧ଡି- ୦୩୫୩) ଶୁକ୍ରବାର ରାତି ପ୍ରାୟ ୭ଟାବେଳେ ଜଳିଯାଇଛି । ମୋବିଲ୍ ଓ ଗାଡ଼ିଯନ୍ତ୍ରାଂଶ ବୋଝେଇ ହୋଇଥିବା ଏହି…

Continue Readingଜଳିଗଲା କଣ୍ଟେନର୍

ସଟଡ଼ାଉନ୍‌ରେ ଶୂନଶାନ୍ ସହର

ଅନୁଗୁଳ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଅନୁଗୁଳ ସହର ସମେତ ତାଳଚେର ଓ ବଇଣ୍ଡା ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ପାଇଁ ସାରା ବଜାର ଶୂନଶାନ ହୋଇ ଯାଇଥିଲା। ଆଜି ସକାଳୁ ଅନୁଗୁଳ ସହରରେ କେବଳ ଔଷଧ ଓ…

Continue Readingସଟଡ଼ାଉନ୍‌ରେ ଶୂନଶାନ୍ ସହର

ଟଙ୍କା ପାଇଁ ଧମକଚମକ, ପୁଲିସ୍ କବଜାରେ ଅଭିଯୁକ୍ତ ବାପି

ଅନୁଗୁଳ: ଗତବର୍ଷ ନିଜ ପାଖରେ ତିନି ତିନିଟା ଚୋରା ବନ୍ଧୁକ ଓ ଗୁଳି ରଖି ବନ୍ଧା ହୋଇଥିବା ଲିଙ୍ଗରାଯୋଡ଼ି ଗ୍ରାମର ସତ୍ୟଜିତ୍ ପ୍ରଧାନ ଓରଫ୍ ବାପି ପୁଣି ଥରେ ପୁଲିସ୍ ସ୍କାନରକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଟଙ୍କା ପାଇଁ ଧମକଚମକ ଦେବା…

Continue Readingଟଙ୍କା ପାଇଁ ଧମକଚମକ, ପୁଲିସ୍ କବଜାରେ ଅଭିଯୁକ୍ତ ବାପି

ବୋହୂକୁ ନିର୍ଯାତନା: ଶାଶୂ, ଶ୍ୱଶୁର ଗିରଫ

ଅନୁଗୁଳ: ବୋହୂକୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ଶାଶୂ ଓ ଶ୍ବଶୁର। ଏହି ଦଂପତି ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗାଁର ସୁଜନ ନାଏକ ଓ ତାଙ୍କ ପତ୍ନୀ ସଜନୀ ନାଏକ। ପୁଲିସ ସୂଚନା ଅନୁସାରେ, ଆଙ୍କୁଲାର ସାନୁ…

Continue Readingବୋହୂକୁ ନିର୍ଯାତନା: ଶାଶୂ, ଶ୍ୱଶୁର ଗିରଫ

କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ସାନି ରାୟ ଅନୁଗୁଳ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତରେ ଗୁରୁବାର ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର…

Continue Readingକାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

ଅନୁଗୁଳ: ଅନୁଗୁଳ ଥାନା ଇଲାକା ଘୁଞ୍ଚାପାଳ ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ନାବାଳିକା ଘର ପାଖରେ ଖେଳୁଥିଲେ। ଏହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁର୍ବ୍ଯବହାର କରିଥିଲେ।…

Continue Readingନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

ବାସନ୍ତୀ ଦୁର୍ଗାପୂଜା ପୂର୍ଣ୍ଣାହୁତି ଆଜି

ଅନୁଗୁଳ: ଅନଗୁଳ ଅମଲାପଡା ମା' ବାସନ୍ତୀ ଦୁର୍ଗାଙ୍କର ବୁଧବାର ନବମୀ ପୂଜା କୋଭିଡ ଗାଇଡ଼ ଲାଇନ ଅନୁସାରେ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଛି । ଆଜି ବିଜୟାଦଶମୀ ପୂଜା, ଅପରାହ୍ନରେ ମା’ଙ୍କ ପୂର୍ଣ୍ଣାହୁତି ହେବ ଏବଂ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମର…

Continue Readingବାସନ୍ତୀ ଦୁର୍ଗାପୂଜା ପୂର୍ଣ୍ଣାହୁତି ଆଜି

କୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ଅନୁଗୁଳ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା। କୁମ୍ଭମେଳାରୁ ଫେରୁଥିବା ଅଧିକାଂଶ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଠାରୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସେମାନଙ୍କ ପାଇଁ ୧୪ ଘଣ୍ଟିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ଏପଟେ…

Continue Readingକୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ