ଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

ଅନୁଗୁଳ: କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଜାରି ହୋଇଛି । ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ଗରିବ ଶ୍ରେଣୀର ଲୋକ ଜୀବିକା ହରାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି।…

Continue Readingଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

ଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍‌ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ

ଅନୁଗୁଳ: ବନ୍ତଳା ଥାନା ଇଲାକା ସାହାରାଗୋଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ସାରା ପରିବାର ଶୋଇଥିବା ବେଳେ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଅଗ୍ନିକାଣ୍ଡରେ ଜୀବନ ବଞ୍ଚି ଯାଇଥିବା ବେଳେ ଘରେ ଥିବା…

Continue Readingଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍‌ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ

ତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ଅନୁଗୁଳ: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଟେଷ୍ଟିଂ କିଟ୍ ଅଭାବ ଦେଖିବାକୁ ମିଳିଛି । ଫଳରେ କରୋନା ପରୀକ୍ଷା ହୋଇ ପାରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଟେଷ୍ଟ କରିବା ପାଇଁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ…

Continue Readingତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅନୁଗୁଳ: କରାଳ କାୟ ମେଲାଇ ଚାଲିଛି କରୋନା। ଅନୁଗୁଳ ଜିଲ୍ଲାର ପ୍ରତିଟି ପ୍ରାନ୍ତକୁ ଭୟଙ୍କର ଭୂତାଣୁ ମାଡି ସାରିଥିବା ବେଳେ ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ପର୍ଯ୍ୟବେକ୍ଷଣ ଗୃହରେ ମଧ୍ୟ ପ୍ରବେଶ କରିଛି। ପ୍ରଶାସନର ଢିଲା ମନୋଭାବ ପାଇଁ ପର୍ଯ୍ୟବେକ୍ଷଣ ଗୃହରେ…

Continue Readingପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଅନୁଗୁଳ: ଅନୁଗୁଳ ଜେଏସ୍‌ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି…

Continue Readingଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ

ଅନୁଗୁଳ: ବେକାବୁ ହୋଇଛି କରୋନା। ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । କରୋନାର ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବୁଧବାର ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ପ୍ରକାଶ…

Continue Readingଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ

ଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

ଅନୁଗୁଳ: ଅନୁଗୁଳ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସହରରେ ଦୈନିକ ସଂକ୍ରମଣ ୫୦ ଉପରେ ରହୁଛି। ସହରର ଏହି ଉପରମୁହାଁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ସକାଳ ପରିବା ପାଇଁ…

Continue Readingଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

ପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ…

Continue Readingପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

କରୋନା ସଂକ୍ରମିତ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ତାର କରାଳ କାୟା ବିସ୍ତାର କରିଚାଲିଛି। ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛି ଏହି ଅଦୃଶ୍ୟ ଭୂତାଣୁ। ଅନୁଗୁଳର ଜଣେ ଯୁବ ଫଳ ବ୍ୟବସାୟୀ, କଂଗ୍ରେସ କର୍ମକର୍ତା ତଥା ବସଷ୍ଟାଣ୍ଡ ଲକ୍ଷ୍ମୀପୂଜା କମିଟିର ସଂପାଦକ ଲକ୍ଷ୍ମୀଧର…

Continue Readingକରୋନା ସଂକ୍ରମିତ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

କରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର

ଅନୁଗୁଳ: କରୋନାର ଦ୍ଵିତୀୟ ଲହରୀ ଦେଶବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡିଛି। ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଲୋକେ ପାରାସିଟାମଲ, ଭିଟାମିନ୍ ସି ବଟିକା, ରେଡିମେଡ୍ କାଢ଼ା, ଥରମୋମିଟର ଆଦି ପାଖରେ ରଖୁଥିବା…

Continue Readingକରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର