ଜିନ୍ଦଲ ନଗରରେ ନୀଳାଦ୍ରି ବିଜେ: ଦେବଭୂମିର ରତ୍ନବେଦୀକୁ ଫେରିଲେ  ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି

ଅନୁଗୁଳ: ଜିନ୍ଦଲ ନଗରର ଦେବଭୂମି ମନ୍ଦିର ପରିସରରେ ପବିତ୍ର ନୀଳାଦ୍ରି ବିଜେ ଭକ୍ତି ଏବଂ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଜିନ୍ଦଲ ନଗର ଏବଂ ନିକଟସ୍ଥ ଗ୍ରାମରୁ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ…

Continue Readingଜିନ୍ଦଲ ନଗରରେ ନୀଳାଦ୍ରି ବିଜେ: ଦେବଭୂମିର ରତ୍ନବେଦୀକୁ ଫେରିଲେ  ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି

ଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ,ଭଗବାନ ଶିବଙ୍କ ପ୍ରିୟ ମାସ

ଅନୁଗୁଳ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଭଗବାନ ଶିବଙ୍କ ପ୍ରିୟ ମାସ। ଏହି ମାସଟି ବର୍ଷର ସବୁଠାରୁ ଶୁଭ ମାସ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ।…

Continue Readingଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ,ଭଗବାନ ଶିବଙ୍କ ପ୍ରିୟ ମାସ

ଶିକ୍ଷକଙ୍କ ସନ୍ଦେହ ଜନକ ମୃତ୍ୟୁ: ଗତକାଲି ପ୍ରଶିକ୍ଷଣ ପାଇଁ ଯାଇଥିଲେ, ଆଜି ମିଳିଲା ଶବ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେବଥିବା ବସ୍ ଷ୍ଟାଣ୍ଡ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ସୋମନାଥ ସାହୁ। ସୂଚନା ଅନୁଯାୟୀ, ବାଲିପଶି ପଞ୍ଚାୟତ ଅନ୍ଧାରି ଗାଁର ସୋମନାଥ ସାହୁ…

Continue Readingଶିକ୍ଷକଙ୍କ ସନ୍ଦେହ ଜନକ ମୃତ୍ୟୁ: ଗତକାଲି ପ୍ରଶିକ୍ଷଣ ପାଇଁ ଯାଇଥିଲେ, ଆଜି ମିଳିଲା ଶବ

ଗୋଚାଲାଣ ଅଭିଯୋଗ, ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଛେଣ୍ଡିପଦା ପୋଲିସ

ଅନୁଗୁଳ: ଗୋଚାଲାଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ମାନେ ହେଲେ କୋଶଳା ଚନ୍ଦନନଗର ଗ୍ରାମର ଦେବରାଜ ବେହେରା ଓ କୋଶଳା ତଳସାହିରେ ପ୍ରଶାନ୍ତ ବେହେରା। ସୂଚନା ଅନୁଯାୟୀ,…

Continue Readingଗୋଚାଲାଣ ଅଭିଯୋଗ, ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଛେଣ୍ଡିପଦା ପୋଲିସ

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ, ଯୁବକଙ୍କୁ ଜେଲ- ଜରିମାନା

ଅନୁଗୁଳ: ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ରାଧାରମଣପଡ଼ାର ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଅନିଲ କୁମାର ନାଏକ(୨୫)। ତାକୁ ୫ ହଜାର ଟଙ୍କା ଜରିମାନା କରିବା ସହ ୧୫ ଦିନ ପାଇଁ…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ, ଯୁବକଙ୍କୁ ଜେଲ- ଜରିମାନା

ତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରି ଲୁଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ତାଳଚେର ସିଂହସାହି ଅଞ୍ଚଳର ଦୁଇ ଭାଇ କୌଣସି କାମରେ ସମ୍ବଲପୁର ଯାଇ…

Continue Readingତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗରେ ଅନୁଗୁଳ ପୁଲିସ କିରଣ କୁମାର ନାହାକ(୩୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାର୍ଚ୍ଚରେ ସୋମନାଥପୁରର ରାକେଶ କୁମାର ସ୍ବାଇଁ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ…

Continue Readingପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗ, ଯୁବକ ଗିରଫ

କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି…

Continue Readingକାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଠକ ପ୍ରେମିକ

ଅନୁଗୁଳ: ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୁଲିସ। ଅଭିଯୁକ୍ତ ହେଲେ ରକାସିଂହାର ଭାସ୍କର ଚନ୍ଦ୍ର ଦାଶ(୪୦)। ସୂଚନା ଅନୁସାରେ, ଅନୁଗୁଳ ସହରରେ ରହୁଥିବା ଆଠମଲ୍ଲିକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭାସ୍କର ପ୍ରେମ କରୁଥିଲା। ସେ ଯୁବତୀଙ୍କୁ…

Continue Readingବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଠକ ପ୍ରେମିକ

ମୋବାଇଲ ଚୋରି ମାମଲା, ନାବାଳକ ଅଟକ

ଅନୁଗୁଳ: ମୋବାଇଲ ଚୋରି ମାମଲାରେ ନାବାଳକ ଅଟକ। ସ୍ଥାନୀୟ ତୁରଙ୍ଗର ଏକ ମୋବାଲଇ ଫୋନ୍‌ ଦୋକାନରୁ ଚୋରି ମାମଲାରେ ବନ୍ତଳା ଥାନା ରୁଗୁଡ଼ା ଗାଁର ଜଣେ ନାବାଳକଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ଅଟକ ରଖିଛି। ସୂଚନା ମୁତାବକ, ଗତ ୨୦୨୩…

Continue Readingମୋବାଇଲ ଚୋରି ମାମଲା, ନାବାଳକ ଅଟକ