ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ”

  ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟି ଆନୁକୂଲ୍ୟରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ "ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ" ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ…

Continue Readingଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ”

ଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟରେ GST ଚଢ଼ଉ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କ୍ୟାସ୍ ଜବତ!

ଅନୁଗୁଳ: ଜିଏସଟି ଫାଙ୍କିବା ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ପକ୍ଷରୁ ଏକକାଳୀନ ୩ଟି ଜାଗାରେ ଚଢ଼ଉ କରାଯାଇଛି। DGGI ଟିମ୍ ପକ୍ଷରୁ ଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟ ଦୋକାନର ବିଭିନ୍ନ ବ୍ରାଞ୍ଚରେ ଛାନଭିନ କରାଯାଇଛି। ବିଭିନ୍ନ ସୋରୁମର ଷ୍ଟକ୍…

Continue Readingଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟରେ GST ଚଢ଼ଉ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କ୍ୟାସ୍ ଜବତ!

ତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ଉ କରି ୭୨ ଗ୍ରାମ ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା…

Continue Readingତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅକ୍ଟୋବର ୨୮ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଅନୁଗୁଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୮ ରୁ ନଭେମ୍ବର…

Continue Readingଅକ୍ଟୋବର ୨୮ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଦୁଃଖ ଶୁଣିଲେ ଜିଲ୍ଲାପାଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏହି ଶିବିରରେ ଯୋଗ ଦେଇଥିଲେ। ଶିବିରରେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ,…

Continue Readingଦୁଃଖ ଶୁଣିଲେ ଜିଲ୍ଲାପାଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ନିଯୁକ୍ତି, ଗମନାଗମନ ଆଦି ନେଇ ୩ ଦଫା ଦାବି: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖଣି ଖାଦାନ ଓ କଳକାରଖାନାରେ କାର୍ଯ୍ୟରତ ସମସ୍ତ ସଂସ୍ଥାର ରେଜିଷ୍ଟ୍ରେସନ କରିବାକୁ ଓ ସ୍ଥାନୀୟବାସୀଙ୍କ ଯାତାୟାତ ସମସ୍ୟା କରିବାକୁ ଆଜି ଜନ ବିକାଶ କଲ୍ୟାଣ…

Continue Readingନିଯୁକ୍ତି, ଗମନାଗମନ ଆଦି ନେଇ ୩ ଦଫା ଦାବି: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଓଏଏସ୍ ପାଇଥିବା ଅଙ୍କିତା ସାହୁଙ୍କୁ ନିଜ ସ୍କୁଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା

  ଅନୁଗୁଳ: ୨୦୨୨ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଅନୁଗୁଳ ଜିଲ୍ଲା ଛାତ୍ରୀ ଅଙ୍କିତା ସାହୁଙ୍କୁ ନିଜ ସ୍କୁଲରେ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ପୁରାତନ ଛାତ୍ରୀ ଅଙ୍କିତାଙ୍କୁ ଏହି ସଫଳତା…

Continue Readingଓଏଏସ୍ ପାଇଥିବା ଅଙ୍କିତା ସାହୁଙ୍କୁ ନିଜ ସ୍କୁଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅନୁଗୁଳ ପୋଲିସ ଛାଟ୍: ଦୁଇ ଦିନରେ ୧୩,୭୧,୫୦୦ ଟଙ୍କାର ଫାଇନ ଆଦାୟ

ଅନୁଗୁଳ: ଗଜଲକ୍ଷ୍ମୀ ପୂଜା ବେଳେ ଟ୍ରାଫିକ ନିୟମ ଭାଙ୍ଗି ବେପରୁଆ ଗାଡ଼ି ଚାଳନା କରୁଥିବା ଏକାଧିକ ବ୍ୟକ୍ତିଙ୍କୁ ଧରିଛି ଅନୁଗୁଳ ପୋଲିସ ଏନଫୋର୍ସମେଣ୍ଟ ଟିମ୍। ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି। ଏହି ଚେକିଂ ବେଳେ ବାଇକରେ ତିନି…

Continue Readingଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅନୁଗୁଳ ପୋଲିସ ଛାଟ୍: ଦୁଇ ଦିନରେ ୧୩,୭୧,୫୦୦ ଟଙ୍କାର ଫାଇନ ଆଦାୟ

ପ୍ରତିଶ୍ରୁତି ରଖୁନାହାନ୍ତି ସରକାର, ବିଭିନ୍ନ ମୌଳିକ ସମସ୍ୟା ଦୂର କରିବାକୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି

ଅନୁଗୁଳ: ଅନୁଗୁଳ ମ୍ୟୁନିସିପାଲିଟି ସ୍ଥିତ ଟାଉନ ହଲ ଠାରେ ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ସଂଘ ପୂର୍ବରୁ ବିଭିନ୍ନ ସମସ୍ୟା ନେଇ ପୂର୍ବତନ ସରକାର ସମୟରେ ବହୁବାର ଶାନ୍ତିପୂର୍ଣ୍ଣ…

Continue Readingପ୍ରତିଶ୍ରୁତି ରଖୁନାହାନ୍ତି ସରକାର, ବିଭିନ୍ନ ମୌଳିକ ସମସ୍ୟା ଦୂର କରିବାକୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି

ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ, ବୃଦ୍ଧଙ୍କ ମୃତ: କ୍ଷତିପୂରଣ ଦାବିରେ ଗ୍ରାମରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ମାଣିକଯୋଡ଼ି ଗ୍ରାମ ପଞ୍ଚାୟତରେ ଏକ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ ଆଜି ସକାଳେ ମାଣିକଯୋଡ଼ି ଗ୍ରାମର ବଟକୃଷ୍ଣ ନାଏକ (୬୭) ଗାଁ ପୋଖରୀ ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ…

Continue Readingଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ, ବୃଦ୍ଧଙ୍କ ମୃତ: କ୍ଷତିପୂରଣ ଦାବିରେ ଗ୍ରାମରେ ଉତ୍ତେଜନା