ସୋମବାର ମା’ ମହାପାଟଙ୍କ ବାର୍ଷିକ ଉତ୍ସବ: ଠାକୁରାଣୀ ପୀଠ ସଫା କଲା ‘ଶେଷ ଜୀବନର ସାଥି’

ଅନୁଗୁଳ: ଆସନ୍ତା ସୋମବାର ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ମହାପାଟଙ୍କ ବାର୍ଷିକ ଉତ୍ସବ। ଏଣୁ ଠାକୁରାଣୀ ପୀଠ ପରିସର ଓ ଯାତ୍ରା ପଡ଼ିଆକୁ ସଫା କରିଛନ୍ତି ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ 'ଶେଷ ଜୀବନର ସାଥି' ର କର୍ମକର୍ତ୍ତା।…

Continue Readingସୋମବାର ମା’ ମହାପାଟଙ୍କ ବାର୍ଷିକ ଉତ୍ସବ: ଠାକୁରାଣୀ ପୀଠ ସଫା କଲା ‘ଶେଷ ଜୀବନର ସାଥି’

ଗଣେଶ ପୂଜା ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୪ ଟି ଗଣେଶ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ତହସିଲଦାର, ଉପଖଣ୍ଡ ପୋଲିସ ଅଧିକାରୀ,…

Continue Readingଗଣେଶ ପୂଜା ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଗୁରୁତ୍ୱ

୫ ମାସ ବି ଗଲାନି ୫ ଲକ୍ଷ ଟଙ୍କାର ରାସ୍ତା, ଯାତାୟାତ ପାଇଁ ବାରଗୌଣିଆ ପଞ୍ଚାୟତବାସୀ ହନ୍ତସନ୍ତ

ଅନୁଗୁଳ: ନିୟମିତ ଯାତାୟାତ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ। ନା ଚାଲିକି ଯାଇ ହେଉଛି ନା ଗାଡ଼ି ନେଇ। ବର୍ଷାଦିନେ ତ ପାଦ ପକାଇବା ବି ବିପଦକୁ ଡାକିବା ସହ ସମାନ। ଏମିତି ସ୍ଥିତିରେ ବର୍ଷକ ବାରମାସ ଯାତାୟାତ କରୁଛନ୍ତି ଅନୁଗୁଳ…

Continue Reading୫ ମାସ ବି ଗଲାନି ୫ ଲକ୍ଷ ଟଙ୍କାର ରାସ୍ତା, ଯାତାୟାତ ପାଇଁ ବାରଗୌଣିଆ ପଞ୍ଚାୟତବାସୀ ହନ୍ତସନ୍ତ

ବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା: ଚୋରି ସନ୍ଦେହରେ ପିଟିପିଟି ହତ୍ୟା, ଅଭିଯୁକ୍ତ ଦୁଇ ଭାଇ ଗିରଫ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା। ଚୋରି କରୁଥିବା ସନ୍ଦେହରେ ବାପିଙ୍କୁ ପିଟି ପିଟି ମାରି ଦେଇଥିଲେ ଦୁଇ ଭାଇ। ହତ୍ୟାକାରୀ ଦୁଇ ଭାଇ ସୁନିଲ କୁମାର ସାହୁ ଓ ସୁଜିତ କୁମାର ସାହୁଙ୍କୁ ଗିରଫ…

Continue Readingବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା: ଚୋରି ସନ୍ଦେହରେ ପିଟିପିଟି ହତ୍ୟା, ଅଭିଯୁକ୍ତ ଦୁଇ ଭାଇ ଗିରଫ

ଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ମୃତ୍ୟୁ: ପରିବାରର ଅଭିଯୋଗ: ମିଳୁନଥିଲା ଠିକ୍‌ଭାବରେ ଚିକିତ୍ସା

ଅନୁଗୁଳ: ଅନୁଗୁଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ରଘୁନାଥ ସାହୁ (୬୬)। ତାଙ୍କ ଘର ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର ଗାଁରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ୨୦୨୩ ଅପ୍ରେଲ୍‌ରୁ ଏକ…

Continue Readingଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ମୃତ୍ୟୁ: ପରିବାରର ଅଭିଯୋଗ: ମିଳୁନଥିଲା ଠିକ୍‌ଭାବରେ ଚିକିତ୍ସା

ପ୍ରାକ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ

ଅନୁଗୁଳ : ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକରେ ପି.ସି ଆଣ୍ଡ ପି.ଏନ.ଡି.ଟି ଆଇନର ସଠିକ କାର୍ଯ୍ୟକାରିତାକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି…

Continue Readingପ୍ରାକ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ

କେନାଲରେ ଭାସୁଛି ନବଜାତ ଶିଶୁ ମୃତଦେହ

ଅନୁଗୁଳ: ପୁଣି ଅଲୋଡା ହେଲା ନବଜାତ ଶିଶୁ,ଜନ୍ମ ପରେ କେନାଲରେ ଶିଶୁକୁ କେହି ଫୋପାଡ଼ି ଦେଇଥିବା ଜଣାପଡିଛି। ଏପରି ଘଟଣା ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶିକ୍ଷକପଡା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗୁରୁବାର ସକାଳ ସମୟରେ ଶିକ୍ଷକପଡା ଛାଲ…

Continue Readingକେନାଲରେ ଭାସୁଛି ନବଜାତ ଶିଶୁ ମୃତଦେହ

ସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

ଅନୁଗୁଳ: ରାଜ୍ୟ ସଂଘର ଆହ୍ୱାନ କ୍ରମେ ସରକାରୀ ବେତନ ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅଧ୍ୟାପକ ମନୋଜ କୁମାର ବିଶ୍ୱାଳଙ୍କ କହିବାନୁଯାୟୀ, ୨୦୦୮ରୁ…

Continue Readingସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି କଲୋନୀ ନିକଟସ୍ଥ ଆଖଣ୍ଡଳମଣି ଓ ମା' ସନ୍ତୋଷୀ ମନ୍ଦିର ପରିସରରେ ମା' ହିଙ୍ଗୁଳା ଓ ମା' ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା…

Continue Readingମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ବିଜୁଳି ତାର ଛିଣ୍ଡି ପଡ଼ିବାରୁ ଅଟକିଲା ଗରିବ ରଥ, ଯାତ୍ରୀ ହନ୍ତସନ୍ତ

ଅନୁଗୁଳ: ବିଜୁଳି ସମସ୍ୟାରୁ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ପନ୍ଦରଭରଣୀଆ ରେଲୱେ ଗେଟ୍ ନିକଟରେ ଅଟକିଲା ଗରିବ ରଥ। ସୂଚନା ଅନୁଯାୟୀ, ଧାନବାଦରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ଗରିବ ରଥ ଆଜି ସକାଳ ପ୍ରାୟ…

Continue Readingବିଜୁଳି ତାର ଛିଣ୍ଡି ପଡ଼ିବାରୁ ଅଟକିଲା ଗରିବ ରଥ, ଯାତ୍ରୀ ହନ୍ତସନ୍ତ