କେନ୍ଦ୍ର ମଞ୍ଜୁର କଲା ୮୩୦୮ କୋଟି ଟଙ୍କା: ଅନୁଗୁଳରୁ ଆଠଗଡ଼କୁ ସଂଯୋଗ କରିବ ୬୫୫ ନମ୍ବର ଜାତୀୟ ରାଜପଥ
ଅନୁଗୁଳ: ବହୁତ ପ୍ରତୀକ୍ଷିତ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ପାଇଁ ଖୁସି ଖବର ମିଳିଛି। ନୂତନ ଜାତୀୟ ରାଜପଥ ନିର୍ମାଣ ସହ ରାଜ୍ୟ ରାଜଧାନୀ ସହ ଅନ୍ୟ ସହର ଏବଂ ପ୍ରମୁଖ ସ୍ଥାନ ଗୁଡିକର ସଂଯୋଗୀକରଣ ହେବ। ଏଥି ପାଇଁ କେନ୍ଦ୍ର…



