ତେଲ ପକାଇ ଫେରିବା ବେଳେ ପଛରୁ ଧକ୍କା ଦେଲା ଇନୋଭା କାର, ସ୍କୁଟି ଚାଳକ ମୃତ

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ଠାରେ ଇନୋଭା କାର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କତଡ଼ା ଗାଁର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀନିବାସ ପ୍ରଧାନ। ସୂଚନା ମୁତାବକ, ଶ୍ରୀନିବାସ ପ୍ରଧାନ ତେଲ…

Continue Readingତେଲ ପକାଇ ଫେରିବା ବେଳେ ପଛରୁ ଧକ୍କା ଦେଲା ଇନୋଭା କାର, ସ୍କୁଟି ଚାଳକ ମୃତ

ଘଡ଼ିଆଳ ପାଇଁ ପ୍ରସ୍ତୁତ ଚାଲିଛି କୃତ୍ରିମ ଥଣ୍ଟ: ମଗର ସହ ଲଢେ଼ଇରେ ଘଡ଼ିଆଳ ହୋଇଥିଲା ଆହତ

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ଗତ ଜୁନ ମାସରେ ମଗର ସହ ଏକ ଅଣ୍ଡିରା ଘଡ଼ିଆଳର ଭୀଷଣ ଲଢେଇ ହୋଇଥିଲା। ନିଜର ଅଞ୍ଚଳ ଦଖଲ ପାଇଁ ନଦୀରେ ହୋଇଥିବା ଏହି ଲଢେଇରେ ମଗର ଆକ୍ରମଣ ଯୋଗୁଁ ଘଡ଼ିଆଳ କୁମ୍ଭୀରର ଥଣ୍ଟଟି ଛିଣ୍ଡି…

Continue Readingଘଡ଼ିଆଳ ପାଇଁ ପ୍ରସ୍ତୁତ ଚାଲିଛି କୃତ୍ରିମ ଥଣ୍ଟ: ମଗର ସହ ଲଢେ଼ଇରେ ଘଡ଼ିଆଳ ହୋଇଥିଲା ଆହତ

ପଞ୍ଚମହଲାରୁ ମୟୁର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପଞ୍ଚମହଲା ଅଞ୍ଚଳରୁ ବୁଧବାର ସକାଳ ୯ଟା ସମୟରେ ଏକ ମୟୁର ଉଦ୍ଧାର କରାଯାଇଥିବା ଜଣାପଡିଛି। ଆଦିମାତା ନଗରର ସ୍ବର୍ଗତ ହଳଧର ନାଏକଙ୍କ ଘର ଭିତରକୁ ଏହି ମୟୁରଟି କୁକୁରଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ…

Continue Readingପଞ୍ଚମହଲାରୁ ମୟୁର ଉଦ୍ଧାର

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଯେ ଆଜି ଅପରାହ୍ନ ୨ଟା ସମୟରେ ଏକ ବଉଳିଗଡ଼ ଗାଁ ମୁଣ୍ଡ ଜଙ୍ଗଲ ପାଖରେ ଜଣେ…

Continue Readingଅଜଣା ଗାଡି ଧକ୍କାରେ ଯୁବକ ମୃତ

ମହିଳା ଓ ଶିଶୁ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ପ୍ରତି ପଞ୍ଚାୟତରେ ପାରା ଲିଗାଲ୍‌ ଭଲ୍ୟୁଣ୍ଟର

ଭୁବନେଶ୍ୱର : ମହିଳା ଓ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପ୍ରତି ପଞ୍ଚାୟତରେ ପାରା ଲିଗାଲ୍‌ ଭଲ୍ୟୁଣ୍ଟର ନିଯୁକ୍ତ ହେବେ। ଏହି ସେବକମାନେ ମହିଳା ବିରୋଧୀ ଅପରାଧ ଘଟିଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ…

Continue Readingମହିଳା ଓ ଶିଶୁ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ପ୍ରତି ପଞ୍ଚାୟତରେ ପାରା ଲିଗାଲ୍‌ ଭଲ୍ୟୁଣ୍ଟର

ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ନେଇ ବୈଠକ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋରନଗର ଅଞ୍ଚଳରେ ସୁରେଶ୍ବରୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଜୀବନ ଜୀବିକା କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଜଏରାଟ ଠାରେ ଆୟୋଜିତ ବୈଠକରେ କମିଟିର ସମ୍ପାଦକ ପିତାମ୍ବର ପ୍ରଧାନ ସଭାପତିତ୍ୱ…

Continue Readingସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ନେଇ ବୈଠକ ଆୟୋଜିତ

ଅନୁଗୁଳ ରେଳସେବାର ଉନ୍ନତି ଦାବି: ପୂର୍ବତଟ ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରେଳସେବାର ଉନ୍ନତି ପାଇଁ ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ପୂର୍ବତନ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କମିଟି କହିଛି, ଅନୁଗୁଳ ଜିଲ୍ଲାର ରେଳଯାତ୍ରୀମାନେ ମୁଖ୍ୟତଃ ନିର୍ଭର କରୁଥିବା ଅନୁଗୁଳ-ପୁରୀ…

Continue Readingଅନୁଗୁଳ ରେଳସେବାର ଉନ୍ନତି ଦାବି: ପୂର୍ବତଟ ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଠାକୁରଙ୍କୁ ବି ଛାଡ଼ିଲେନି: ନୂଆପଡ଼ା ରାମେଶ୍ୱର ମନ୍ଦିରରୁ ହୁଣ୍ଡି ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡା ପଂଚାୟତ ଅନ୍ତର୍ଗତ ନୂଆପଡା ସ୍ଥିତ ରାମେଶ୍ୱର ମନ୍ଦିରର ହୁଣ୍ଡି ଚୋରି ହୋଇଥିବା ନେଇ ମନ୍ଦିର କମିଟି ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ ହୋଇଛି। ମନ୍ଦିର କମିଟିର ସଭାପତି ବିଜୟ କୁମାର ପ୍ରଧାନ ଓ…

Continue Readingଠାକୁରଙ୍କୁ ବି ଛାଡ଼ିଲେନି: ନୂଆପଡ଼ା ରାମେଶ୍ୱର ମନ୍ଦିରରୁ ହୁଣ୍ଡି ଚୋରି

ପ୍ରଶାସନ ଶୁଣିଲାନି! ସବୁ ଆଡ଼ୁ ହତାଶ ହୋଇ ନିଜେ ରାସ୍ତା ମରାମତି କଲେ ହତାଶିମିଳି ଗ୍ରାମବାସୀ

ଅନୁଗୁଳ: ଗାଁକୁ ରାସ୍ତା କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ପ୍ରଶାସନ ନ ଶୁଣିବାରୁ ନିଜେ କଲେ ମରାମତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ହତାଶିମିଳି ଗ୍ରାମରୁ ଆସିଛି ଏହି ଖବର। ଗାଁକୁ ରାସ୍ତାଟିଏ ନଥିବାରୁ ହତାଶିମିଳି ଗ୍ରାମବାସୀ କାଦୁଅ…

Continue Readingପ୍ରଶାସନ ଶୁଣିଲାନି! ସବୁ ଆଡ଼ୁ ହତାଶ ହୋଇ ନିଜେ ରାସ୍ତା ମରାମତି କଲେ ହତାଶିମିଳି ଗ୍ରାମବାସୀ

ରାମେଶ୍ୱରରୁ ଟାଙ୍ଗି ହେବ ରିଂଙ୍ଗ ରୋଡ଼: ଏହା ସହ ସଂଯୋଗ ହେବ ୬୫୫,୫୫,୫୭ ଜାତୀୟ ରାଜପଥ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ୮୩୦୮ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଛି ରିଙ୍ଗରୋଡ଼। ଯାହା ମାଧ୍ୟମରେ ଅନେକ ଗୁଡିଏ ଜାତୀୟ ରାଜପଥ ଏହା ସହ ସଂଯୋଗ କରିବ। ଏପରିକି ଅନେକ ଅଞ୍ଚଳକୁ ଯୋଗାଯୋଗର ଏକ ମୁଖ୍ୟ…

Continue Readingରାମେଶ୍ୱରରୁ ଟାଙ୍ଗି ହେବ ରିଂଙ୍ଗ ରୋଡ଼: ଏହା ସହ ସଂଯୋଗ ହେବ ୬୫୫,୫୫,୫୭ ଜାତୀୟ ରାଜପଥ