ଏବିଭିପି ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୧୭୮ ଜଣଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ସଭାଗୃହରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଳଲହଡ଼ା ନଗର ସଭାପତି ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା…

Continue Readingଏବିଭିପି ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୧୭୮ ଜଣଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ

ଅବପାତରେ ପରିଣତ ହେଲା ଲଘୁଚାପ, ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସୃଷ୍ଟି ହେଲା ଅବପାତ। ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା…

Continue Readingଅବପାତରେ ପରିଣତ ହେଲା ଲଘୁଚାପ, ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ପାଳଲହଡ଼ା ଥାନାରେ ଆମ ପୋଲିସ ସମିତି ବୈଠକ ଆୟୋଜିତ, ଅଜଣା ଲୋକଙ୍କୁ ବିଶ୍ୱାସ ନ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନାର ଆମ ପୋଲିସ ବୈଠକ ପାଳଲହଡା ଥାନା ପ୍ରାଙ୍ଗଣରେ ଥାନା ଅଧିକାରୀ ପ୍ରଦୀପ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଜନସେବା କେନ୍ଦ୍ରର ପରିଚାଳକ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି ମାନେ ଯୋଗଦାନକରି ସେମାନଙ୍କର ମତାମତ ତଥା…

Continue Readingପାଳଲହଡ଼ା ଥାନାରେ ଆମ ପୋଲିସ ସମିତି ବୈଠକ ଆୟୋଜିତ, ଅଜଣା ଲୋକଙ୍କୁ ବିଶ୍ୱାସ ନ କରିବାକୁ ପରାମର୍ଶ

ଚୋରା କୋଇଲା ଖାତରେ ଚଢାଉ, କୋଇଲା ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ଚୋରା କୋଇଲା ଖାତରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଟ୍ରିପ ଚୋରା କୋଇଲା ଜବତ ହୋଇଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ କୋଇଲା…

Continue Readingଚୋରା କୋଇଲା ଖାତରେ ଚଢାଉ, କୋଇଲା ଟ୍ରକ ଜବତ

ତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ଅନୁଗୁଳ: ତାଳଚେର ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହେଇଯାଇଛି। ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟି ସଭାପତି ସମୀର କୁମାର ଜେନା ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦେଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ…

Continue Readingତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ବିଭିନ୍ନ ଦାବି ପୂରଣ ପାଇଁ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ମଧ୍ୟରେ ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଉଚିତ ନ୍ୟାୟ ପ୍ରଦାନ, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସାମ୍ବାଦିକ…

Continue Readingବିଭିନ୍ନ ଦାବି ପୂରଣ ପାଇଁ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବର୍ହିବିଭାଗ ରୋଗୀ ସେବା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବୁଧବାର ଠାରୁ ସମସ୍ତ ବର୍ହିବିଭାଗ ଚିକିତ୍ସା ସେବା ଆରମ୍ଭ ହୋଇଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଦୁର୍ଘଟଣା ଜନିତ ରୋଗୀଙ୍କ…

Continue Readingନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବର୍ହିବିଭାଗ ରୋଗୀ ସେବା ଆରମ୍ଭ

ଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ଯୁବ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା…

Continue Readingଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ଚାକୁଣ୍ଡା ଗଛକୁ ପିଟିଲା କାର୍, ଚାଳକ ଆହତ

ଅନୁଗୁଳ: ଚାକୁଣ୍ଡା ଗଛକୁ ପିଟିଲା କାର୍। ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ କଲେଜ ଛକ ଆମ୍ବେଦକର ସ୍ମୃତି ପୀଠ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି। ଗୁରୁତର ଜଣକ ହେଲେ ଏନ୍‌ଟିପିସି ଥାନା ଅନ୍ତର୍ଗତ ଗଦଶିଳା…

Continue Readingଚାକୁଣ୍ଡା ଗଛକୁ ପିଟିଲା କାର୍, ଚାଳକ ଆହତ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା, ୧୬୧ କେଜି ଗଞ୍ଜେଇ ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୬୧ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ସୂଚନା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା, ୧୬୧ କେଜି ଗଞ୍ଜେଇ ଜବତ