ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପରସ୍ପରକୁ ସିନ୍ଦୂର ଲଗାଇ ଜଣାଇଲେ ଅଭିନନ୍ଦନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ…

Continue Readingଅପରେସନ୍ ସିନ୍ଦୂରର ସଫଳତା ପାଇଁ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପରସ୍ପରକୁ ସିନ୍ଦୂର ଲଗାଇ ଜଣାଇଲେ ଅଭିନନ୍ଦନ

୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

ଅନୁଗୁଳ: ଏନ୍.ଟି.ପି.ସି କଣିହାଁର ହାଉସ୍ କିପିଙ୍ଗ୍ ଠିକାଶ୍ରମିକଙ୍କ ପକ୍ଷରୁ ଚାଲିଥିବା ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସଭାପତି ଜୟସେନ ମେହେର ଓ ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚାଲିଥିବା ଏହି ଧାରଣାରେ ସମସ୍ତ…

Continue Reading୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଆଲର୍ଟ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ…

Continue Readingପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଆଲର୍ଟ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଅନୁଗୁଳ: ସର୍ଟସର୍କିଟ୍ ଯୋଗୁ ଜଳିଗଲା ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ନିକଟସ୍ଥ ଫପଣ୍ଡ ଗାଁ ଛକରେ ଥିବା ପପୁ ଢାବା। ଟ୍ରକର ବୈଦ୍ୟୁତିକ ଉପକରଣ ମରାମତି ସମୟରେ ସର୍ଟସର୍କିଟ ଘଟି ନିଆଁ ଲାଗିବାରୁ ଟ୍ରକର ଡିଜେଲ ଟାଙ୍କି ଫାଟି ନିକଟରେ ଥିବା…

Continue Readingଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ରବିବାର ଦିନ ଅନୁଷ୍ଠିତ ହୋଇଛି। ୪୮ ବର୍ଷରେ ଏହି ଯାତ୍ରା ପହଞ୍ଚିଥ‌ିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି । ସନ୍ଧ୍ୟା ୬ଟାରେ ରାଧାକୃଷ୍ଣ ମନ୍ଦିରରୁ ପ୍ରଭୁଙ୍କୁ ବିମାନରେ ବସାଇ…

Continue Readingବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା ଘଟଣା: ସତ ବଖାଣିଲା ପିଶାଚ ସ୍ୱାମୀ

ଅନୁଗୁଳ: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ପୁରୁଣାକୋଟ୍‌ ଥାନା ଗଞ୍ଜଡ଼ା ଗାଁର ଶ୍ରୀକାନ୍ତ ପଧାନ (୨୫)କୁ ଗିରଫ କରିଛି ପୁଲିସ। ହତ୍ୟାରେ ବ୍ୟବହାର କରାଯାଇଥିବା ଗୋଟିଏ କାଙ୍କ, ଗୋଟିଏ ଧାରୁଆ ଛୁରି ଓ…

Continue Readingପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା ଘଟଣା: ସତ ବଖାଣିଲା ପିଶାଚ ସ୍ୱାମୀ

ନାହିଁ ଶୀତଳଭଣ୍ଡାର, ଶାଗ ମାଛ ଦରରେ ଆଳୁ ଓ ଟମାଟୋ ବିକୁଛନ୍ତି ଚାଷୀ: ମନ୍ତ୍ରୀ

ଅନୁଗୁଳ: ସତ ମାନିଲେ ମନ୍ତ୍ରୀ। ରାଜ୍ୟରେ ଶୀତଳଭଣ୍ଡାର ନଥିବାରୁ ଚାଷୀ ଶାଗ ମାଛ ଦରରେ ଆଳୁ ବିକ୍ରି କରୁଛନ୍ତି ବୋଲି ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଜେଡି ସରକାରକୁ ସମାଲୋଚନା…

Continue Readingନାହିଁ ଶୀତଳଭଣ୍ଡାର, ଶାଗ ମାଛ ଦରରେ ଆଳୁ ଓ ଟମାଟୋ ବିକୁଛନ୍ତି ଚାଷୀ: ମନ୍ତ୍ରୀ

ସତ ହେଲା ଏଟିଭିର ଅନୁମାନ: ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଟି ଘଡ଼ିଆଳ ଶାବକ

ଅନୁଗୁଳ: ସତ ହେଲା ଏଟିଭିର ଅନୁମାନ। ମହାନଦୀର ସାତକୋଶିଆ ଗଣ୍ଡରେ ଚଳିତ ବର୍ଷ ପୁଣି ଥରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଛି ଘଡ଼ିଆଳ କୁମ୍ଭୀର। ଏନେଇ ଗତ ଏକ ମାସ ତଳେ ଏଟିଭିରେ ଖବର ପ୍ରସାରିତ ହୋଇଥିଲା। ଆଜି ଏବେ…

Continue Readingସତ ହେଲା ଏଟିଭିର ଅନୁମାନ: ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଟି ଘଡ଼ିଆଳ ଶାବକ

ତାଳଚେରରେ ଯୁବତୀ ଅସୁରକ୍ଷିତ: ଅଭିଯୁକ୍ତକୁ କଠୋର ଦଣ୍ଡ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଅନୁଗୁଳ: ତାଳଚେରର ଯୁବତୀଙ୍କୁ ଅପହରଣ, ଦୁଷ୍କର୍ମ ଓ ବୀଭତ୍ସ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବିରେ ଅନୁଗୁଳ ଜିଲ୍ଲା କଣିହାଁରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ସୋମବାର କଣିହାଁ ଓ ଏନ୍‌ଟିପିସି ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି…

Continue Readingତାଳଚେରରେ ଯୁବତୀ ଅସୁରକ୍ଷିତ: ଅଭିଯୁକ୍ତକୁ କଠୋର ଦଣ୍ଡ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମୃତ ସୁଭଦ୍ରା ପଦିଲିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ, ପ୍ରଦାନ କଲା ସହାୟତା ରାଶି

ଅନୁଗୁଳ :  ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ମୃତ ସୁଭଦ୍ରାଙ୍କ ଘରକୁ ଗସ୍ତ କରି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ସଭାପତି ଅଜିତ କୁମାର ଧର ଓ…

Continue Readingମୃତ ସୁଭଦ୍ରା ପଦିଲିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ, ପ୍ରଦାନ କଲା ସହାୟତା ରାଶି