ବ୍ୟାଙ୍କରେ ମିଳୁନି ସଠିକ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମୁନାଳି ନିକଟରେ ଥିବା ଏକ ବ୍ଯାଙ୍କରେ ଗ୍ରାହକଙ୍କୁ ସଠିକ ସେବା ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସୋମବାର ଦିନ ମଧପୁର ଅଞ୍ଚଳର ଯୁବ ଗୋଷ୍ଠୀ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

Continue Readingବ୍ୟାଙ୍କରେ ମିଳୁନି ସଠିକ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଞ୍ଚଳବାସୀ

ଫାଟିଲା ପକେଟରେ ଥିବା ଗୋଳାବାରୁଦ, ଯୁବକଙ୍କ ଜଙ୍ଘ ଦିଫାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛି। ସମଲ ଗ୍ରାମର ହଗୁରୁ ସାମଲ (୨୭)ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲା। ଅତ୍ୟଧିକ ମଦ୍ୟ ପାନ…

Continue Readingଫାଟିଲା ପକେଟରେ ଥିବା ଗୋଳାବାରୁଦ, ଯୁବକଙ୍କ ଜଙ୍ଘ ଦିଫାଳ

ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…

Continue Readingଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା, ସ୍ୱଳ୍ପବୃଷ୍ଟିରୁ ଚାଷୀକୁଳଙ୍କୁ ଉଦ୍ଧାର ଲାଗି ହୋମଯଜ୍ଞ

ଅନୁଗୁଳ: ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା। ସ୍ୱଳ୍ପବୃଷ୍ଟିରୁ ଚାଷୀକୁଳଙ୍କୁ ଉଦ୍ଧାର କରିବା ପାଇଁ ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଆଳୁଆମୁଣ୍ଡା ରଗଡାରେ ହୋମଯଜ୍ଞ ଆୟୋଜିତ ହୋଇଛି। କାଇଁ କେଉ କାଳରୁ ଗ୍ରାମବାସୀ ଏହି ପୂଜା କରିଆସୁଛନ୍ତି। ଏଥିପାଇଁ ସକାଳୁ ରାଜଧାନୀ…

Continue Readingଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା, ସ୍ୱଳ୍ପବୃଷ୍ଟିରୁ ଚାଷୀକୁଳଙ୍କୁ ଉଦ୍ଧାର ଲାଗି ହୋମଯଜ୍ଞ

ଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କଲେ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀ ଠାରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ୫ ହଜାରରୁ ଉର୍ଦ୍ଧ୍ୱ ବୋଲବମ କାଉଡିଆ ଜଳଲାଗି କରିଛନ୍ତି।  କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…

Continue Readingଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କଲେ

ନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ଅନୁଗୁଳ: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ। ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର,ଧୋକୁଟା ଆଦି ୪ଟି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବଉଳି ମାଇନର…

Continue Readingନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ବଜ୍ରପାତରେ ଚାଷୀ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଗାଁର କରୁଣାକର ସାହୁ(୫୮)। ସୂଚନା ଯେ ଅପରାହ୍ନରେ କରୁଣାକର ବାଡି ପଟେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ…

Continue Readingବଜ୍ରପାତରେ ଚାଷୀ ମୃତ

ଅବହେଳିତ ଶିଶୁଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ

ଅନୁଗୁଳ: ଆଇନସେବା ପ୍ରାଧୀକରଣ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲା ସାଥୀ ୟୁନିଟ୍ ତରଫରୁ ଶନିବାର ପାଳଲହଡ଼ା ତାଲୁକ୍ ଆଇନ୍ ସେବା କାର୍ଯ୍ୟାଳୟରେ ଅବହେଳିତ ଶିଶୁମାନଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ ହୋଇଛି। କାର୍ଯ୍ୟକ୍ରମରେ ଜଣେ ଶିଶୁର ଆଧାର…

Continue Readingଅବହେଳିତ ଶିଶୁଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୮୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

ଜିମ୍‌ରେ ଅତ୍ୟଧିକ ବ୍ୟାୟାମ ହୋଇପାରେ ହୃଦଘାତ କାରଣ!

ନିଜକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଯୁବକଙ୍କଠୁ ନେଇ ବୟସ୍କଙ୍କ ଯାଏଁ ଜିମ୍‌କୁ ଦୌଡୁଛନ୍ତି। ଆଉ କିଛି ଅଛନ୍ତି ଯେଉଁମାନଙ୍କ ପାଇଁ ଜିମ୍‌ ସ୍ବର୍ଗ ପରି।  ଜିମ୍‌ ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ ନିଜକୁ ଫିଟ୍‌ ରଖିବା ପାଇଁ…

Continue Readingଜିମ୍‌ରେ ଅତ୍ୟଧିକ ବ୍ୟାୟାମ ହୋଇପାରେ ହୃଦଘାତ କାରଣ!