ଜିଲ୍ଲାରେ ସବୁଠି ସିନ୍ଥେଟିକ ପନିର ହାଉଜାଉ, ରାୟପୁରରୁ ଅନୁଗୁଳ ଲମ୍ବିଛି ଚେର!
ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରେ ସିନ୍ଥେଟିକ ପନିର ବା ନକଲି ପନିର ଏବେ ବହୁଳ ଭାବରେ ବିକ୍ରି ହେଉଛି। କୁହାଯାଉଛି ରାୟପୁରରୁ ଅନୁଗୁଳ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଏହି ପନିରର ମୂଲ୍ୟ ଅନ୍ୟ ପନିର ଅପେକ୍ଷା ଶସ୍ତା ହୋଇଥିବାରୁ ବେପାରୀ…



