ନାଲକୋ କଲୋନୀକୁ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ନେଇ ଉତ୍ତେଜନା, ୨ ଘଣ୍ଟା ପରେ ତୁଟିଲା ବିବାଦ

ଅନୁଗୁଳ: ନାଲକୋ ନୂତନ କୋ-ଅପରେଟିଭ୍ ମାର୍କେଟ କମ୍ପ୍ଲେକ୍ସ ନିକଟରେ କଲୋନୀକୁ ଅଜଣା ଲୋକଙ୍କ ପ୍ରବେଶ ନିଷେଧ ହୋଇଛି। ଏହା ସତ୍ତ୍ୱେ ଶନିବାର ଜଣେ ଯୁବକ କଲୋନୀ ପରିସର ଫାଟକ ନମ୍ୱର ୧ରେ ଜୋର ଜବରଦସ୍ତି ଯିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷା…

Continue Readingନାଲକୋ କଲୋନୀକୁ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ନେଇ ଉତ୍ତେଜନା, ୨ ଘଣ୍ଟା ପରେ ତୁଟିଲା ବିବାଦ

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ

ଅନୁଗୁଳ: ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’। ରାଜ୍ୟରେ ଯୋଜନା ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ କିଛି ସରକାରୀ ବିଦ୍ୟାଳୟ…

Continue Readingଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ

ଶତବାର୍ଷିକ ବାଦିପାଲା ମହୋତ୍ସବ ଉଦଘାଟିତ, ସମସ୍ତ ଦର୍ଶକଙ୍କ ପାଇଁ ହୋଇଛି ପ୍ରସାଦ ସେବନର ବ୍ୟବସ୍ଥା

ଅନୁଗୁଳ: ଅନୁଗୁଳ ବ୍ଲକ ଇଙ୍କରବନ୍ଧ ରାଧାକୃଷ୍ଣ ମନ୍ଦିର ପରିସର ପାଲାମଣ୍ଡପ ଠାରେ ଶତବାର୍ଷିକ ବାଦିପାଲା ମହୋତ୍ସବ ଉଦଘାଟିତ ହୋଇଛି। ୧୦୦ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଏହି ବାଦିପାଲାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,…

Continue Readingଶତବାର୍ଷିକ ବାଦିପାଲା ମହୋତ୍ସବ ଉଦଘାଟିତ, ସମସ୍ତ ଦର୍ଶକଙ୍କ ପାଇଁ ହୋଇଛି ପ୍ରସାଦ ସେବନର ବ୍ୟବସ୍ଥା

ଆଠମଲ୍ଲିକ ଉପଖଣ୍ଡ ମାଟ୍ରିକ ଟପ୍ପର ଲୋପାମୁଦ୍ରା ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ପଞ୍ଚାୟତରାଜ ହାଇସ୍କୁଲର ଛାତ୍ରୀ ଲୋପାମୁଦ୍ରା ସାହୁ ଉପଖଣ୍ଡ ଟପ୍ପର ହୋଇଛନ୍ତି। ସେ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ଆଠମଲ୍ଲିକ ଉପଖଣ୍ଡରେ ୫୬୫ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଣୁ…

Continue Readingଆଠମଲ୍ଲିକ ଉପଖଣ୍ଡ ମାଟ୍ରିକ ଟପ୍ପର ଲୋପାମୁଦ୍ରା ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ସରପଞ୍ଚ

ବାରହା ମାଂସ ସହ ଚମଡ଼ା ଜବତ, ଜଣେ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମରଣ୍ଡା ଗାଁ ପାଖ ଆମ୍ବ ତୋଟାରୁ ବାରହା ମାଂସ, ଚମଡ଼ା ଓ ୨ଟି ବୋମା ଜବତ ହୋଇଛି। ଏଥିସହ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ମରଣ୍ଡା…

Continue Readingବାରହା ମାଂସ ସହ ଚମଡ଼ା ଜବତ, ଜଣେ ଶିକାରୀ ଗିରଫ

ରୋଷେଇ ନିଆଁରୁ ଜଳିଗଲା ୨ ବଖରା ଘର, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତର କରଡ଼ାବଣି ସାହିରେ ଶନିବାର ଅଗ୍ନିକାଣ୍ଡରେ ୨ ବଖରା ଚାଳ ଘର ଜଳିଯାଇଛି। ଗାଁର ଲୋଚନ ଶଙ୍ଖାରୀଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରୋଷେଇରୁ…

Continue Readingରୋଷେଇ ନିଆଁରୁ ଜଳିଗଲା ୨ ବଖରା ଘର, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଆନନ୍ଦପୁର ତେଲ ଟାଙ୍କି ନିକଟରେ ଶୁକ୍ରବାର ରାତିରେ ଏକ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନନ୍ଦପୁର ଗ୍ରାମର ବିଜୟ ଦେହୁରୀ।ସୂଚନା ମୁତାବକ, ବିଜୟ ରାସ୍ତା…

Continue Readingରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ପ୍ରେମ ବିବାହ କରିବାକୁ ଯାଇ ହଟହଟା, ଚାଇଲ୍ଡ କେୟାର ସେଣ୍ଟର ଗଲା ନାବାଳିକା

କଣିହାଁ: ପାଠପଢ଼ା ବୟସରେ ପ୍ରେମ କରି ନାବାଳିକା ହଟହଟା। ଅଳ୍ପ ବୟସରେ ପ୍ରେମ କରି ବିବାହ କରିବାକୁ ଯାଇଥିଲେ। କିନ୍ତୁ ଶାଶୁ ଘର ଯିବା ବଦଳରେ ନାବାଳିକା ଗଲା ଚାଇଲ୍ଡ କେୟାର ସେଣ୍ଟର। ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ଗଣ୍ଡମାଳା…

Continue Readingପ୍ରେମ ବିବାହ କରିବାକୁ ଯାଇ ହଟହଟା, ଚାଇଲ୍ଡ କେୟାର ସେଣ୍ଟର ଗଲା ନାବାଳିକା

ଦୁଇ ଦିନ ଭୀଷଣ କାଳବୈଶାଖୀ

ଭୁବନେଶ୍ୱର:  କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ…

Continue Readingଦୁଇ ଦିନ ଭୀଷଣ କାଳବୈଶାଖୀ

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ: ଦେବଶିତ୍ ମାଝୀ ବଅଁରପାଳ ବ୍ଲକରେ ପ୍ରଥମ

ଅନୁଗୁଳ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ୨୯ ଟି ହାଇସ୍କୁଲ ଓ ଇନ୍ଦିରା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ଗଡ଼ସନ୍ତ୍ରୀ ନେହରୁ ହାଇସ୍କୁଲର ଛାତ୍ର ଦେବଶିତ୍ ମାଝୀ ୫୬୫ ନମ୍ବର ରଖି…

Continue Readingଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ: ଦେବଶିତ୍ ମାଝୀ ବଅଁରପାଳ ବ୍ଲକରେ ପ୍ରଥମ