ତାଳଚେର ପୁଲିସ ଓ ପ୍ରସିକ୍ୱିଟରଙ୍କ ସ୍ବତନ୍ତ୍ର ବୈଠକ, ଲୋକଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଓ ପ୍ରସିକ୍ୱିଟରଙ୍କ ଏକ ସ୍ବତନ୍ତ୍ର ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଦଣ୍ଡବିଧାନ ହାର ବୃଦ୍ଧି ଏବଂ ପୁଲିସ ପ୍ରସିକ୍ୱିଟର ସହଯୋଗକୁ ସୁଦୃଢ଼ କରିବା ନେଇ ରଣନୀତି ପ୍ରସ୍ତୁତ ଓ ତ୍ଵରିତ ନ୍ୟାୟ ପାଇଁ ମିଳିତ…



