ଭେରୁଗୋଠାକୁ ରାସ୍ତା ପାଲଟିଛି ମରଣଯନ୍ତା: ଦୁର୍ଦ୍ଦଶା ଭୋଗୁଛନ୍ତି ୧୦୦ ପରିବାର

ଅନୁଗୁଳ: ସରକାର ପାଳନ କରୁଛନ୍ତି  ବିକଶିତ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି। ବହୁ ଆଡ଼ମ୍ବରେ ଅନୁଷ୍ଠିତ ହଉଛି ବିକାଶ ମେଳା। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା। ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି କାଙ୍ଗୁଲା ବେନ୍ତପୁର ପଞ୍ଚାୟତ।…

Continue Readingଭେରୁଗୋଠାକୁ ରାସ୍ତା ପାଲଟିଛି ମରଣଯନ୍ତା: ଦୁର୍ଦ୍ଦଶା ଭୋଗୁଛନ୍ତି ୧୦୦ ପରିବାର

ଘରକୁ ଫେରିବା ବେଳେ ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା କର୍ଣ୍ଣପାଳ ଛକ ନିକଟରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ପ୍ରବୀଣ ସାହୁ। ସୂଚନା ମୁତାବକ, ପ୍ରବୀଣ ସାହୁ ଶନିବାର ଅପରାହ୍ନରେ କାମ…

Continue Readingଘରକୁ ଫେରିବା ବେଳେ ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ସାତକୋଶିଆ ଅଭୟାରଣ୍ୟରେ ଦନ୍ତା ମୃତ୍ୟୁ, ଲଢ଼େଇ ଯୋଗୁ ୨-୩ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଟିକରପଡ଼ା ରେଞ୍ଜ ଅନ୍ତର୍ଗତ ବେହେରାସାହି ନିକଟରେ ଏକ ଦନ୍ତା ହାତୀର ଗଳିତ ଶବ ଠାବ ହୋଇଛି। ମଝିପଡ଼ା ଫରେଷ୍ଟ ବିଟ୍ ହାଉସ ନିକଟରେ ଏହି ହାତୀର ଶବ ଠାବ ହୋଇଛି। ଗତ ଦୁଇ…

Continue Readingସାତକୋଶିଆ ଅଭୟାରଣ୍ୟରେ ଦନ୍ତା ମୃତ୍ୟୁ, ଲଢ଼େଇ ଯୋଗୁ ୨-୩ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କୀ ହଟିଙ୍ଗ ନିକଟରେ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ତେନ୍ତେଳା ହଟିଙ୍ଗର ସିଲି ମାରାଣ୍ଡି। ମହିଳାଙ୍କ ଝୁଲନ୍ତା ମୃତ…

Continue Readingମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଖୋଲିବେ ଜନପୋଷଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ଯର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି ରାଜ୍ୟରେ ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି। ରିହାତି ଦରରେ ରାସନ ସାମଗ୍ରୀ…

Continue Readingରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଖୋଲିବେ ଜନପୋଷଣ କେନ୍ଦ୍ର

ଅବକାରୀ ବିଭାଗ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ:  ମେ ୩୧ ଠାରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ସଚେତନତା ଅଭିଯାନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ନୂତନ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ମଧ୍ୟରେ ସୁସ୍ଥ ଓଡିଶା ସମୃଦ୍ଧ…

Continue Readingଅବକାରୀ ବିଭାଗ ପକ୍ଷରୁ ରକ୍ତଦାନ ଶିବିର

୨୮ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ନିକଟରୁ ବୁଧବାର ଦିନ ହଣ୍ଡପା ପୋଲିସ ଚୋରାଚାଲାଣ ହେଉଥିବା ୨୮ କେଜି ଗଞ୍ଜେଇ ଜବତ କରିଛି। ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବ୍ୟବସାୟୀଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ…

Continue Reading୨୮ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୩ ଗିରଫ

ମୁଣ୍ଡହତା ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଯାତାୟାତ ପାଇଁ ୩୦ ପରିବାର ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ମୁଣ୍ଡହତା ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଗାଁରେ ପ୍ରାୟ ୩୦ଟି ପରିବାର ବସବାସ କରୁଥିବା ବେଳେ ବର୍ଷା ଋତୁ ଆରମ୍ଭରୁ ସେମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବେନ୍ତପୁରରୁ ବରସିଂହା ଗାଁକୁ ପଡ଼ିଥିବା…

Continue Readingମୁଣ୍ଡହତା ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଯାତାୟାତ ପାଇଁ ୩୦ ପରିବାର ହନ୍ତସନ୍ତ

ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଦେବାକୁ ଦାବି: ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଓ ଘରୋଇ ପରିବହନରେ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ଦେବାକୁ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା…

Continue Readingଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଦେବାକୁ ଦାବି: ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

ତାଳଚେର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅଟକ ଯୁବକ ହେଲେ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଅଞ୍ଚଳର ସୁନୀଲ ପ୍ରଧାନ (୨୦)। ନାବାଳିକାର ଡାକ୍ତରୀମାଇନା କରାଯାଇଛି। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା…

Continue Readingନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ