ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୯ଟି ଯାଗାରେ ରେଡ୍

ଅନୁଗୁଳ: ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ସରକାରୀ ବାସଭବନ ଓ ପୈତୃକ ଘର ସମେତ ମୋଟ ୯ଟି…

Continue Readingଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୯ଟି ଯାଗାରେ ରେଡ୍

ଆଉ ବାଧିବନି ଖରା! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କୁ ଦିଆଯାଉଛି ଓଆର୍‌ଏସ୍‌ ପାଣି

ଅନୁଗୁଳ: ରାଜ୍ୟରେ ବଢ଼ୁଥିବା ତାପମାତ୍ରାର ପ୍ରଭାବ ଅନୁଗୁଳରେ ବି ଦେଖିବାକୁ ମିଳିଲାଣି। ଜିଲ୍ଲାରେ ଏବେ ଦିନରେ ପ୍ରଚଣ୍ଡ ଖରା ସାଙ୍ଗକୁ ତାପମାତ୍ରା ବୃଦ୍ଧି ହେବା ସହ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା…

Continue Readingଆଉ ବାଧିବନି ଖରା! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କୁ ଦିଆଯାଉଛି ଓଆର୍‌ଏସ୍‌ ପାଣି

ଅନୁଗୁଳ ପୁଲିସକୁ ସଫଳତା: ୨୦ କେଜି ଗଞ୍ଜେଇ ଜବତ, ୩ ଅଟକ

ଅନୁଗୁଳ: ଅନୁଗୁଳ ପୁଲିସ ପଞ୍ଝାରେ ଗଞ୍ଜେଇ ବେପାରୀ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଓଭରବ୍ରିଜ ନିକଟରେ ଏକ ବୋଲେରୋ ଗାଡ଼ିରୁ ୨୦କେଜି ଗଞ୍ଜେଇ ଜବତ କରିବା ସହ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଶେଷ ସୂତ୍ରରୁ…

Continue Readingଅନୁଗୁଳ ପୁଲିସକୁ ସଫଳତା: ୨୦ କେଜି ଗଞ୍ଜେଇ ଜବତ, ୩ ଅଟକ

ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ଆଜି ଏନେଇ ବିଜେଡି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଏହା ସହ ଦୀର୍ଘ ବର୍ଷ ଧରି ଅନୁଗୁଳର ନେତା ଜିଲ୍ଲା ସଭାପତି…

Continue Readingଅନୁଗୁଳ ଜିଲ୍ଲା ବିଜେଡି ସଭାପତି ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଠାକୁରଙ୍କୁ ବି ଛାଡ଼ିଲେନି: ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ସୂଚନାଯୋଗ୍ୟ ଯେ, ମନ୍ଦିର କମିଟି ସଭାପତି ଭୋରରେ ମନ୍ଦିର ବେଢାରୁ ଫୁଲ ତୋଳୁଥିବା…

Continue Readingଠାକୁରଙ୍କୁ ବି ଛାଡ଼ିଲେନି: ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ଗାଈ ଚରାଳି ମହିଳାଙ୍କୁ ଦନ୍ତା ଆକ୍ରମଣ, ଟେକି ଫିଙ୍ଗି ଦେବାରୁ ଭାଙ୍ଗିଲା ଗୋଡ଼ ଓ ଜଙ୍ଘ

ଅନୁଗୁଳ: ଗାଈ ଚରାଳିଙ୍କୁ ଦନ୍ତା ଆକ୍ରମଣ। ଭାଙ୍ଗିଲା ବାମ ଗୋଡ଼ ଓ ଜଙ୍ଘ। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ମହିଳାଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକସ୍ଥିତ ଏକ…

Continue Readingଗାଈ ଚରାଳି ମହିଳାଙ୍କୁ ଦନ୍ତା ଆକ୍ରମଣ, ଟେକି ଫିଙ୍ଗି ଦେବାରୁ ଭାଙ୍ଗିଲା ଗୋଡ଼ ଓ ଜଙ୍ଘ

ଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଜମୁଣ୍ଡା କୁଳିଆପଶି ଗ୍ରାମସ୍ଥିତ ଶାଶୂ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ରାଜସ୍ମିତା ଦେହୁରୀ(୨୧)। ଗତ କିଛିମାସ ହେବ ରାଜସ୍ମିତା ଜମୁଣ୍ଡା ଗ୍ରାମର ପ୍ରତାପ ପ୍ରଧାନଙ୍କୁ…

Continue Readingଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ:୧୮ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦର ମହକୁମା (ସର୍କିଟ ହାଉସ୍ ଅଡିଟୋରିୟମ) ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୧୭ଟି ବ୍ୟକ୍ତିଗତ ଓ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ:୧୮ଟି ଅଭିଯୋଗ ଗ୍ରହଣ

ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ଭାରତରତ୍ନ ବାବା ସାହେବ ବିଆର ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଶଙ୍ଖମୁର ପଞ୍ଚାୟତ ଖଣ୍ଡବେଡ଼ା ଅନୁସୂଚିତ ଜାତି ସାହିରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ…

Continue Readingଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ନବ ନିର୍ବାଚିତ ସଂଘ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ ମହାପାତ୍ର, କୋଷାଧ୍ୟକ୍ଷ ଗୌତମଦେବ ସାହୁ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାମନ୍ତ, ସୁଶୀଲ…

Continue Readingବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା