ଛାତ୍ରୀଙ୍କ ସହ ଅସଦାଚରଣ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ
ତାଳଚେର ସହର: ଅନୁଗୁଳ ଜିଲ୍ଲା ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ। ପ୍ରଶିକ୍ଷକ ତାଲିମ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଫାଲଗୁନି ମିଶ୍ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଳଚେର ଥାନାରେ ଲିଖିତ…



