ଅଟଳ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନକୁ ଦାବିପତ୍ର

ବଇଣ୍ଡା: ଅଳଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ବଇଣ୍ଡା ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବଇଣ୍ଡା ଅଟଳ ସ୍ମୃତି ପରିଷଦ ପକ୍ଷରୁ ଶନିବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

Continue Readingଅଟଳ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନକୁ ଦାବିପତ୍ର

ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନଙ୍କ ଦାବିରେ ମିଳିତ ସଂଘର ସଭା

ଅନୁଗୁଳ: ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରୁଥିବା ପାଚିକା ସହାୟିକାମାନଙ୍କୁ ବର୍ଷକୁ ୧୨ ମାସ ନିୟମିତ ଦରମା, ସରକାରୀ କର୍ମଚାରୀ ମାନ୍ୟତା, ଅବସର କାଳୀନ ପେନସନ ବ୍ୟବସ୍ଥା, ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଛଟେଇ ପାଚିକାଙ୍କୁ ପୁନଃ…

Continue Readingମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନଙ୍କ ଦାବିରେ ମିଳିତ ସଂଘର ସଭା

ଅନୁଗୁଳ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ ଉଦଘାଟିତ

ଅନୁଗୁଳ: ଦେଶରେ ନୂଆ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା ପରେ ପୀଡିତା ଓ ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଅଭିଯୋଜନ…

Continue Readingଅନୁଗୁଳ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ ଉଦଘାଟିତ

ଓ.ପି. ଜିନ୍ଦଲ ସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ରାଜ୍ୟ ସରକାର ଓ ପୋଲିସର ମିଳିତ ଆନୁକୂଲ୍ୟରେ ଓ.ପି. ଜିନ୍ଦଲ ସ୍କୁଲରେ ସାଇବର ସୁରକ୍ଷା ଏବଂ ସଚେତନତା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ସାହୁ, ଅତିରିକ୍ତ ଏସପି ସୁଶ୍ରୀ…

Continue Readingଓ.ପି. ଜିନ୍ଦଲ ସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୁଲା ଗାଈଗୋରୁ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବୁଲା ଗାଈ ଓ ଷଣ୍ଢଙ୍କ ଉପଦ୍ରବ ବଢ଼ୁଥିବାରୁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅନୁଗୁଳ-ବଡ଼କେରା ଓ ଅନୁଗୁଳ-ମହୀଧରପୁର ରାସ୍ତା ସହ ସହରର ଛକ ଓ ଗଳିରେ ଗାଈଗୋରୁ ରହି…

Continue Readingବୁଲା ଗାଈଗୋରୁ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଏମ୍.ଆର୍.ଆଇ. ଆଡଭାଇସ୍ ପାଇଁ  ବିଶେଷଜ୍ଞ ଡାକ୍ତରଙ୍କୁ ଅଧିକାର ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାଳଚେର, ପାଲଲହଡ଼ା, ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତରଙ୍କୁ ଏମ୍.ଆର୍.ଆଇ. ପରୀକ୍ଷା ଆଡଭାଇସ୍ କରିବାର ଅଧିକାର ଦିଆଯିବା ଦାବିରେ ସ୍ବେଛାସେବୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁର୍ଘଟଣାପ୍ରବଣ ଓ ଶିଳ୍ପବହୁଳ ଅଞ୍ଚଳ ହୋଇଥିବାରୁ…

Continue Readingଏମ୍.ଆର୍.ଆଇ. ଆଡଭାଇସ୍ ପାଇଁ  ବିଶେଷଜ୍ଞ ଡାକ୍ତରଙ୍କୁ ଅଧିକାର ଦାବି

ଲାଞ୍ଚ ନେବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ସ୍ପେସିଆଲ ଜଜ୍ ତଥା ଭିଜିଲାନ୍ସ କୋର୍ଟ ୨୦୧୩ ମସିହାର ଲାଞ୍ଚ ନେବା ମାମଲାରେ କୁମୁରିସିଂହାର ରେଭେନ୍ୟୁ ଇନ୍ସପେକ୍ଟର ଗୁଣନିଧି ନାଏକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ,…

Continue Readingଲାଞ୍ଚ ନେବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

DIET ଅନୁଗୁଳ ଓ ଛେଣ୍ଡିପଦା ପୋଲିସର ମିଳିତ ପ୍ରୟାସରେ ଏକତା ଦୌଡ଼; ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ DIET ଅନୁଗୁଳ ଓ ଛେଣ୍ଡିପଦା ପୋଲିସର ସହଯୋଗରେ 'ଏକତା ଦୌଡ଼' (Run for Unity) ଆୟୋଜିତ ହୋଇଯାଇଛି। ଛାତ୍ରଶିକ୍ଷକ, ଅଧ୍ୟାପକ/ଅଧ୍ୟାପିକା ଓ ପୋଲିସ୍ ପ୍ରତିନିଧିମାନେ ଜଗନ୍ନାଥ ମନ୍ଦିର ନିକଟରୁ ଥାନା ଛକ ପର୍ଯ୍ୟନ୍ତ ଦୌଡ଼ି…

Continue ReadingDIET ଅନୁଗୁଳ ଓ ଛେଣ୍ଡିପଦା ପୋଲିସର ମିଳିତ ପ୍ରୟାସରେ ଏକତା ଦୌଡ଼; ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି

ସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ

ଅନୁଗୁଳ: ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାରେ ପରିଚିତ ଥିବା ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ଵତନ୍ତ୍ର ପରିଚୟ। ସାତକୋଶିଆର ମାଟିରେ ଉତ୍ପାଦିତ ହେଉଥ‌ିବା କନ୍ଦମୂଳ ବା ସାକରକନ୍ଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଲୋକଙ୍କ ମନ…

Continue Readingସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ

ରେଙ୍ଗାଲି ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଲି ଡ୍ୟାମ୍ ସାଇଟ୍ ପୋଲିସ୍ ପକ୍ଷରୁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୌହମାନବଙ୍କ…

Continue Readingରେଙ୍ଗାଲି ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ