ଜମି ଅଧିଗ୍ରହଣ ପାଇଁ ଲୋକେ କଲବଲ: ଅସଲି କାଗଜପତ୍ର ଥାଇବି ସାର୍ଟିଫାଏ କପି ନାମରେ ହଇରାଣ କରୁଛି ନାଲକୋ ଭୂ-ଅର୍ଜନ କାର୍ଯ୍ୟାଳୟ
ଅନୁଗୁଳ: ଅନୁଗୁଳରେ ନାଲକୋ କମ୍ପାନୀ ସ୍ମେଲଟର କାରଖାନାର ବ୍ରାଉନ ଫିଲଡ଼ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। କ୍ଷେତ୍ର ସର୍ବେକ୍ଷଣ ଓ ପରିବାର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ସର୍ଭେ ସମୟରେ ରହି ଯାଇଥିବା ଅଭିଯୋଗ ଶୁଣାଣି…



