କଳମଛୁଇଁ ଶିଶୁ ମନ୍ଦିରରେ ପୁଷ୍ପ ପ୍ରଦର୍ଶନୀ, ଫୁଲ ବିଷୟରେ ଜାଣିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗ ପକ୍ଷରୁ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା…

Continue Readingକଳମଛୁଇଁ ଶିଶୁ ମନ୍ଦିରରେ ପୁଷ୍ପ ପ୍ରଦର୍ଶନୀ, ଫୁଲ ବିଷୟରେ ଜାଣିଲେ ଛାତ୍ରଛାତ୍ରୀ

୧୦ଫୁଟର ଅଜଗର ଉଦ୍ଧାର, ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରୀବିଡା ଗ୍ରାମରୁ ରବିବାର ଏକ ୧୦ଫୁଟିଆ ଅଜଗର ଉଦ୍ଧାର ହୋଇଛି। କଣିହାଁ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ସୌରଭ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସାନତ୍ରୀବିଡା ଗ୍ରାମର ଅଜୟ ବିଶ୍ବାଳଙ୍କ ଘର…

Continue Reading୧୦ଫୁଟର ଅଜଗର ଉଦ୍ଧାର, ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

କାର ଡକାୟତି ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ

ଅନୁଗୁଳ: ଏକ ଡକାୟତି ମାମଲାର ପର୍ଦ୍ଦାଫାସ କରି ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ସୂଚନା ମୁତାବକ ଗତ ୯ ତାରିଖ ରାତିରେ ବାଘୁଆବୋଲ ଏବଂ ନବମିଶ୍ର କଲୋନୀରେ ଦୁଇଟି ଡକାୟତି ଉଦ୍ୟମ ହୋଇଥିଲା। ଅଭିଯୋଗ ପରେ ପୋଲିସ ମାମଲାର…

Continue Readingକାର ଡକାୟତି ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ

ନାହିଁ ନାହିଁରେ ଚାଲିଛି ନାଲ୍‌କୋ ଡିପିଏସ୍! ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଭୁଶୁଡ଼ିଛି ପରିମଳ ବ୍ୟବସ୍ଥା

ଅନୁଗୁଳ:ଅବ୍ୟବସ୍ଥା ଭିତରେ ଚାଲିଛି ନାଲକୋ ସ୍ଥିତ ପୁରାତନ ଇଂଲିଶ ମିଡିୟମ ସ୍କୁଲ। ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ନାଲ୍‌କୋ ଡିପିଏସ୍ । ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ। ଦୁଇମାସ ପରେ ବି ଖୋଲି ପାରିଲାନି ବାଲ ବାଟିକା…

Continue Readingନାହିଁ ନାହିଁରେ ଚାଲିଛି ନାଲ୍‌କୋ ଡିପିଏସ୍! ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଭୁଶୁଡ଼ିଛି ପରିମଳ ବ୍ୟବସ୍ଥା

ଘରେ ନିଆଁ ଲାଗି ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

ଅନୁଗୁଳ: ନିଆଁ ଲାଗି ଜଳିଗଲେ ଯୁବକ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଭୟାନକ ଅଗ୍ନିକାଣ୍ଡରେ ଜଣେ ଯୁବକ ଜୀଅଁନ୍ତା ଜଳିଯାଇଛନ୍ତି। ଆଜି ଭୋର୍‌ରୁ ନିଆଁ ଲାଗିଯିବାରୁ ଜୟପୁର ଅଞ୍ଚଳର ସରୋଜ ସାହୁ (୩୫) ଜଳିଯାଇଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ…

Continue Readingଘରେ ନିଆଁ ଲାଗି ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୭୦ଟି…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ସୁରକ୍ଷା ଦିଗରେ ଆଉ ପାଦେ! ସେନା ସହିତ ସିଆଇଏସଏଫର ମିଳିତ ତାଲିମ ଆରମ୍ଭ

ଅନୁଗୁଳ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ସହ ମିଳିତ ତାଲିମ ନେଇଛି ଭାରତୀୟ ସେନା। ଅପାରମ୍ପରିକ ଏବଂ ହାଇବ୍ରିଡ ବିପଦ ବିରୁଦ୍ଧରେ ବାହିନୀକୁ "ଯୁଦ୍ଧ ପାଇଁ ପ୍ରସ୍ତୁତ" କରିବାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। "ଯୁଦ୍ଧ ପାଇଁ ପ୍ରସ୍ତୁତ" ର…

Continue Readingସୁରକ୍ଷା ଦିଗରେ ଆଉ ପାଦେ! ସେନା ସହିତ ସିଆଇଏସଏଫର ମିଳିତ ତାଲିମ ଆରମ୍ଭ

ଶ୍ରୀମଦ୍ଭାଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା, ବାମୁର ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରଥମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିବାନନ୍ଦ ସେବାଶ୍ରମ ଆନୁକୂଲ୍ୟରେ ଆଜି ବିଦ୍ୟାଳୟସ୍ତରୀୟ ଶ୍ରୀମଦ୍ଭାଗବଦ୍ ଗୀତା ଆବୃତ୍ତି ଓ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ପ୍ରଧାନ ଓ ସହ ସଂଯୋଜକ ଲକ୍ଷ୍ମଣ…

Continue Readingଶ୍ରୀମଦ୍ଭାଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା, ବାମୁର ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରଥମ

‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ, ସଭାପତି ହେଲେ ଡଃ ଉପେନ୍ଦ୍ର ପରିଡ଼ା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ" ପକ୍ଷରୁ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଇଂ. ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ଦେଉଳବେଡ଼ାସ୍ଥିତ ମଙ୍ଗଲମ୍ ହଲ ଠାରେ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ, ସଭାପତି ହେଲେ ଡଃ ଉପେନ୍ଦ୍ର ପରିଡ଼ା

ବଇଣ୍ଡା ଅଞ୍ଚଳରେ ନାହିଁ ପ୍ରାଣୀ ଚିକିତ୍ସାଳୟ, ଜୀବଜନ୍ତୁଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ଅରବିନ୍ଦ ସାହୁ ଅନୁଗୁଳ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜରିଆରେ ଏହି ଦାବି…

Continue Readingବଇଣ୍ଡା ଅଞ୍ଚଳରେ ନାହିଁ ପ୍ରାଣୀ ଚିକିତ୍ସାଳୟ, ଜୀବଜନ୍ତୁଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର