କାରଗିଲ ବିଜୟ ଦିବସ ପାଳିତ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଅନୁଗୁଳ: ଯୁବ-କ୍ରୀଡ଼ା ମନ୍ତ୍ରାଳୟ ଓ ମେରା ୟୁବା ଭାରତ ଅନୁଗୁଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ କାରଗିଲ ବିଜୟ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ ନାଲକୋ ସିଆଇଏସଏଫ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ ସିଦ୍ଧାନ୍ତ ଗୋସ୍ଵାମୀ, ସମ୍ମାନିତ…



