ଗାଡ଼ି ଅଟକାଇ ଲୁଟିଲେ ଏମସିଏଲର ଦେଢ଼ କୋଟିରୁ ଅଧିକ ମୂଲ୍ୟର ଗିଫ୍ଟ କାର୍ଡ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୋଶଳା - କୁମୁଣ୍ତା ରାସ୍ତାରେ ବଡ଼କାଠିଆ ଜଙ୍ଗଲ ଠାରେ ଗାଡ଼ି ଅଟକାଇ ଏମସିଏଲ୍ ଗିଫ୍ଟ କାର୍ଡ ଲୁଟ୍। ୩ଜଣ ଦୁର୍ବୃତ୍ତ ୧କୋଟି ୮୦ଲକ୍ଷ ଟଙ୍କାର କାର୍ଡ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।…



