ମା’ ପିତାବଳୀଙ୍କ ବାର୍ଷିକ ପୂଜା: ଅଧିଆ ପଡ଼ିଲେ ଶହଶହ ଶ୍ରଦ୍ଧାଳୁ
ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତ ସାହାରାଗୋଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ପିତାବଳୀଙ୍କ ବାର୍ଷିକ ପୂଜା ସୋମବାର ମହାସମାରୋହରେ ପାଳିତ ହୋଇଛି। ବିଧି ବିଧାନ ଅନୁଯାୟୀ, ଦିନକ ପୂର୍ବରୁ ସନ୍ଧ୍ୟାରେ ମାଆଙ୍କୁ ଆରାଧନା କରାଯାଇ ନିମନ୍ତ୍ରଣ କରାଯାଇଥିଲା। ଆଜି ମଧ୍ୟାହ୍ନରେ…



