ଦଣ୍ଡସିଂହାରୁ ୫୪.୪୮୦ଗ୍ରାମ ଧଳା ଜହର ଜବତ: ୨ ଜଣଙ୍କୁ କୋର୍ଟ ଚାଲାଣ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ପୁଲିସ ଚଢ଼ାଉ କରି ଧଳା ଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତି (୩୦)…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ପୁଲିସ ଚଢ଼ାଉ କରି ଧଳା ଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତି (୩୦)…
ଅନୁଗୁଳ: ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କଲା ଅନୁଗୁଳ ପୁଲିସ। ରାତ୍ରି ପାଟ୍ରୋଲିଂ ବେଳେ ପୁଲିସ ପଞ୍ଝାରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ। ସୂଚନା ମୁତାବକ, ଅନୁଗୁଳ ଟାଉନ ଥାନା ପୁଲିସ ୮ ତାରିଖ ରାତ୍ରି ପାଟ୍ରୋଲିଂ ସମୟରେ କିଛି ଅସାମାଜିକ…
ଅନୁଗୁଳ: ଦେବୋତ୍ତର ବିଭାଗର ଅନୁମତି ବିନା ଦେବୋତ୍ତର ଜମିରେ ବ୍ଲକ ପ୍ରଶାସନର ନିର୍ମାଣକୁ ବିରୋଧ କରି ଅଭିଯୋଗ ଆଣିଛନ୍ତି ଟ୍ରଷ୍ଟି ବୋର୍ଡ ଏବଂ ଗ୍ରାମବାସୀ। ଏନେଇ ଉପଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଲେ ହେଲେ ରାତିଅଧିଆ ରାସ୍ତା ନିର୍ମାଣ କରିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଣ୍ତସିଂହା ଗ୍ରାମରେ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗୁରୁବାର ଅତର୍କିତ ଚଢ଼ାଉ କରାଯାଇ ୫୪ ଗ୍ରାମ୍ ଧଳା ଜହର ଜବତ ହୋଇଛି। ଏନଟିପିସି ଓ କଣିହାଁ ପୁଲିସ ପକ୍ଷରୁ ସକାଳୁ ଦଣ୍ଡସିଂହା ଗାଁରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ସ୍କଟଲାଣ୍ଡପୁର ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ୨ ଜଣଙ୍କୁ ଗିରଫ କରିଛି। ପୋଲିସକୁ ଦେଖି ଆଉ ୪ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ…
ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତ୍ତିମୁଣ୍ଡା ଗ୍ରାମ୍ୟ କମିଟି ତରଫରୁ ଗୁରୁବାର ବୃକ୍ଷରୋପଣ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଚମ୍ପତ୍ତିମୁଣ୍ଡା ପୋଷ୍ଟ ବେସିକ ବିଦ୍ୟାଳୟ ପରିସର ଓ ଏହାର ମୁଖ୍ୟ ରାସ୍ତାରେ ୩୦୦ ଗଛ ଲଗାଯାଇଥିଲା। ଗ୍ରାମ ସଭାପତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଗୁରୁବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରୁ ଗୋଟିଏ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏଥି ସହ ଜଣେ ଅଭିଯୁକ୍ତକୁ ଗିରଫ…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଅନେକ ଗୁଡିଏ ଏପରି ବ୍ୟବସାୟିକ ଅନୁଷ୍ଠାନ ରହିଛି। ଯେଉଁମାନେ ବର୍ତ୍ତମାନ ନିଜର ଆୟକର ଫାଙ୍କିବା ପାଇଁ ନୁଆଁ ତରିକା ଆପଣେଇଛନ୍ତି। ପ୍ରାୟତଃ ସବୁ ସ୍ଥାନରେ “ୟୁପିଆଇ” ମାଧ୍ୟମରେ ପେମେଂଟ କରିବାକୁ ଗ୍ରାହକ ମାନେ ପସନ୍ଦ କରୁଛନ୍ତି।…
ଅନୁଗୁଳ: ନିଜକୁ ସିବିଆଇ ଅଧିକାରୀ କହି ଲୁଟ। ସୁନା ଅଳଙ୍କାର ଠକି ନେଇଛନ୍ତି ଦୁର୍ବୃତ୍ତ। ଅନୁଗୁଳରୁ ସାମ୍ନାକୁ ଆସିଛି ଏଭଳି ଖବର।ସୂଚନା ମୁତାବକ, ହୁଲୁରିସିଂହାର କ୍ଷୀରୋଦ ପ୍ରଧାନ(୫୫) ଗୁରୁବାର ଦିନ ସାଢ଼େ ୧୧ଟା ବେଳକୁ ବଜାରରେ କାମ ସାରି ଘରକୁ ଫେରୁଥିବା…
ଅନୁଗୁଳ: ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ୨୦୧୨ରୁ ଅବସର ଗ୍ରହଣ ପରେ ସେ ନିଜ ଗାଁ ଖାଲଗାଁକୁ ଫେରି…