ଆସନ୍ତା ୨୨ରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବୁଧବାର ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ସଭା ଆୟୋଜିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…

Continue Readingଆସନ୍ତା ୨୨ରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଜୁଡିଓର ଲିଫ୍ଟରେ ଗ୍ରାହକ ଅଟକିବା ମାମଲା: ମଲ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟବାସୀ

ଅନୁଗୁଳ: ଅନୁଗୁଳ ସହରରେ ନୂତନ ଭାବେ ଉଦ୍‌ଘାଟିତ ଜୁଡିଓ ମଲ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ମଲ୍‌ର ଲିଫ୍ଟରେ ୮ ଜଣ ଲୋକ ଫସିବା ପରେ ଏହି ବିବାଦ ଘନାଉଛି। ମଲ୍‌ ପ୍ରକୃତରେ ସବୁ ସରକାରୀ ଅନୁମତି ନେଇ ନିର୍ମିତ…

Continue Readingଜୁଡିଓର ଲିଫ୍ଟରେ ଗ୍ରାହକ ଅଟକିବା ମାମଲା: ମଲ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟବାସୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନୂତନ ବିଲ୍ଡିଂ କାମ ଚାଲିଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଦେହରେ ଏକ ରଡ୍‌ ଗଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌

କାଳବୈଶାଖୀ ବର୍ଷାରେ ଭିଜିବ ସାରା ରାଜ୍ୟ

ଅନୁଗୁଳ: ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ , ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୨ ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବ। ବଦଳିବ ପାଣିପାଗର…

Continue Readingକାଳବୈଶାଖୀ ବର୍ଷାରେ ଭିଜିବ ସାରା ରାଜ୍ୟ

ଆରପାରିରେ ଅବସରପ୍ରାପ୍ତ ବଡ଼ ବାବୁ ଆଡ଼ିବନ୍ଧୁ ମାଝୀ, ୭୯ ବର୍ଷରେ ନେଲେ ଶେଷ ନିଶ୍ୱାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହେଡ କ୍ଲର୍କ ଭାବେ ଅବସର ନେଇଥିବା ଆଡ଼ିବନ୍ଧୁ ମାଝୀଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମଣ୍ଡାପାଳ ଡାକ୍ତରଖାନା ନେଇଥିଲେ। ସେଠାରୁ…

Continue Readingଆରପାରିରେ ଅବସରପ୍ରାପ୍ତ ବଡ଼ ବାବୁ ଆଡ଼ିବନ୍ଧୁ ମାଝୀ, ୭୯ ବର୍ଷରେ ନେଲେ ଶେଷ ନିଶ୍ୱାସ

ଷଷ୍ଠ ଅନୁଗୁଳ ସପିଙ୍ଗ୍ ଫେଷ୍ଟିଭାଲ୍ ଉଦଘାଟିତ, ୨୬ ଯାଏଁ ମନ ପସନ୍ଦର ଜିନିଷ କିଣିପାରିବେ ଗ୍ରାହକ

ଅନୁଗୁଳ: ବିଜୁ ମୈଦାନଠାରେ ଷଷ୍ଠ ଅନୁଗୁଳ ସପିଙ୍ଗ୍ ଫେଷ୍ଟିଭାଲ୍ ସୋମବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର…

Continue Readingଷଷ୍ଠ ଅନୁଗୁଳ ସପିଙ୍ଗ୍ ଫେଷ୍ଟିଭାଲ୍ ଉଦଘାଟିତ, ୨୬ ଯାଏଁ ମନ ପସନ୍ଦର ଜିନିଷ କିଣିପାରିବେ ଗ୍ରାହକ

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ବୁଧବାର ଅର୍ଥାତ ମାର୍ଚ୍ଚ ୧୯ ତାରିଖ ଚୈତ୍ର କୃଷ୍ଣ ପଞ୍ଚମୀତିଥିରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ପ୍ରାୟ ୫ ଘଣ୍ଟା ଧରି ବନ୍ଦ…

Continue Readingଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଜଙ୍ଗଲ ନିଆଁ ଉଡ଼ି ଜଳିଗଲା କବାଡ଼ି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତର ସ୍କଟଲ୍ୟାଣ୍ଡପୁର କେନାଲ ନିକଟରେ ଥିବା ଏକ ଅବ୍ୟବହୃତ ପ୍ଲାଷ୍ଟିକ ଗୋଦାମ କବାଡ଼ି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳିଯାଇଛି। ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି…

Continue Readingଜଙ୍ଗଲ ନିଆଁ ଉଡ଼ି ଜଳିଗଲା କବାଡ଼ି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ

ରାଜ୍ୟରେ ଚିନ୍ତା ବଢ଼ାଇଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା ୬୩ ହଜାର ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ। ୨୦୨୧-୨୨ରେ ୨୩୪୧ ଏଚ୍‌ଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ ୩୨୩୨ ଏବଂ ୨୦୨୩-୨୪ରେ ୩୪୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ୬୩,୭୪୨ ଏଚ୍‌ଆଇଭି ରୋଗୀ…

Continue Readingରାଜ୍ୟରେ ଚିନ୍ତା ବଢ଼ାଇଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା ୬୩ ହଜାର ରୋଗୀ ଚିହ୍ନଟ

କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ନରପିଶାଚକୁ ବାନ୍ଧିଲା ପୋଲିସ, ଜବତ କଲା ନାବାଳିକାର ପାଉଁଜି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୋଲିସ କବ୍ଜାରେ ପାଞ୍ଚ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ନରପିଶାଚ। କୋମଳମତି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଛି କାମାନ୍ଧ ବାବୁଲା ଜେନା। ୩ ଦିନ ଧରି…

Continue Readingକୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ନରପିଶାଚକୁ ବାନ୍ଧିଲା ପୋଲିସ, ଜବତ କଲା ନାବାଳିକାର ପାଉଁଜି