ଯୌତୁକ ନିର୍ଯାତନା ଅଭିଯୋଗ: ବିବାହର ୨ ବର୍ଷ ପରେ ସ୍ବାମୀ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ
ଅନୁଗୁଳ: ବାହାଘରର ୨ ବର୍ଷ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା। ଏନେଇ ସ୍ୱାମୀ ନାଁରେ ଜରପଡ଼ା ଥାନାରେ ଅଭିଯୋଗ କରିଛି ନିଜେ ପୀଡ଼ିତା ସ୍ତ୍ରୀ।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ପ୍ରିୟତମା ସାହୁ ୩ ବର୍ଷ ତଳେ…
