‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

ଅନୁଗୋଳ, ୩୦/୧୦: ସମାଜରୁ ଯୌତୁକ ପ୍ରଥାର ମୂଳୋତ୍ପାଟନ ଏବଂ ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ ଲକ୍ଷ୍ୟରେ ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ 'ଯୌତୁକ ନିଷେଧ ଅଧିନିୟମ, ୧୯୬୧' ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।ଜିଲ୍ଲା ପରିଷଦ…

Continue Reading‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୦ ଦିନ ପରେ ଫେରାର ଅଭିଯୁକ୍ତ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗ୍ରାମର ରାହୁଲ ପୁଢ଼। ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ…

Continue Readingନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୦ ଦିନ ପରେ ଫେରାର ଅଭିଯୁକ୍ତ ଗିରଫ

ଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର

ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ରଗୁଡ଼ିଆପଡ଼ା ବିଦ୍ୟାଧର ପ୍ରଧାନଙ୍କ ଘର ଭିତରେ ଥିବା କୂଅରୁ ଏକ ୧୧ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଗତକାଲି ରାତି ୧୦ଟା ୪୦ ମିନିଟ୍‌ ସମୟରେ ସାପଟି କୂଅରେ ପଡ଼ିଥିବା…

Continue Readingଘର ଭିତର କୂଅରୁ ୧୧ ଫୁଟର ଅହିରାଜ ଉଦ୍ଧାର

କ୍ରସର ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା

ଅନୁଗୋଳ: କ୍ରସରରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ଆହତ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ପାଳଲହଡ଼ା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ପରିବାର ସଦସ୍ୟ ଓ ଗ୍ରାମବାସୀ କ୍ରସର ଏବଂ…

Continue Readingକ୍ରସର ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା

ଓଲା ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ: ଅନୁଗୋଳ ଓକିଲ ସଂଘ ପକ୍ଷରୁ ଶୋକସଭା

ଅନୁଗୋଳ: ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଓଲା)ର ଅଧ୍ୟକ୍ଷ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ୱରେ…

Continue Readingଓଲା ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ: ଅନୁଗୋଳ ଓକିଲ ସଂଘ ପକ୍ଷରୁ ଶୋକସଭା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ୧୧ଟି ବୁଥ୍ ପରିଦର୍ଶନ କଲେ ଉପଜିଲ୍ଲାପାଳ

ଅନୁଗୋଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଗୁରୁବାର ବିଭିନ୍ନ ଅଞ୍ଚଳର ୧୧ଟି ମତଦାନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଭିତ୍ତିଭୂମି…

Continue Readingପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ୧୧ଟି ବୁଥ୍ ପରିଦର୍ଶନ କଲେ ଉପଜିଲ୍ଲାପାଳ

ମହୀଧରପୁର ଓ ପବିତ୍ରନଗରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭୂମିପୂଜନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ର ବୁରୁକୁନା, ମହୀଧରପୁର ଓ ପବିତ୍ରନଗର ଅଞ୍ଚଳରେ ବୁଧବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭୂମିପୂଜନ ହୋଇଛି। ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଏହି ପ୍ରକଳ୍ପଗୁଡ଼ିକର…

Continue Readingମହୀଧରପୁର ଓ ପବିତ୍ରନଗରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭୂମିପୂଜନ

ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପୂର୍ବତନ ଶିକ୍ଷକ ଥାନାରେ ଅଟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତର ଏକ ସରକାରୀ ଉପ୍ରା ବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସତ୍ୟପ୍ରକାଶ ମାଝୀଙ୍କୁ ପୁଲିସ ଥାନାରେ ଅଟକ ରଖି…

Continue Readingଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପୂର୍ବତନ ଶିକ୍ଷକ ଥାନାରେ ଅଟକ
Read more about the article ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫିକା ପଡ଼ିଲା ଅନୁଗୋଳ ଗଜଲକ୍ଷ୍ମୀ ପୂଜାର ଉତ୍ସାହ
oplus_2097152

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫିକା ପଡ଼ିଲା ଅନୁଗୋଳ ଗଜଲକ୍ଷ୍ମୀ ପୂଜାର ଉତ୍ସାହ

ଅନୁଗୋଳ: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଅନୁଗୋଳ ସହରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଉତ୍ସାହ ଫିକା ପଡ଼ିଛି। ଦିନତମାମ ଲଗାଣ ବର୍ଷା ଯୋଗୁଁ ସହରର ପୂଜା ମାହୋଲ ପ୍ରଭାବିତ ହେବା ସହ ପୂଜା ବଜାର ମାନ୍ଦା ରହିଛି। ବର୍ଷା ଯୋଗୁଁ ଲୋକଙ୍କ ଯାତାୟାତ…

Continue Readingବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫିକା ପଡ଼ିଲା ଅନୁଗୋଳ ଗଜଲକ୍ଷ୍ମୀ ପୂଜାର ଉତ୍ସାହ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ

ଅନୁଗୋଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗ ଦେଇ ଦୁର୍ନୀତି ରୋକିବାରେ ସମସ୍ତଙ୍କ…

Continue Readingଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ