ରାଜନୈତିକ ପ୍ରଭାବ ଦେଖାଇ ଟଙ୍କା ଫେରାଉନଥିବା ଅଭିଯୋଗ, ନ୍ୟାୟ ପାଇଁ ଥାନାରେ ଦିବ୍ୟାଙ୍ଗ
ଅନୁଗୋଳ: ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଧାର ନେଇ ତିନି ବର୍ଷ ଧରି ଫେରସ୍ତ କରୁନଥିବା ଅଭିଯୋଗ ହୋଇଛି। ନ୍ୟାୟ ଆଶାରେ ପ୍ରହ୍ଲାଦ ବେହେରା ଥାନାର ଦ୍ୱାରସ୍ଥ ହୋଇଛନ୍ତି।ପ୍ରହ୍ଲାଦଙ୍କ ଅଭିଯୋଗ ଅନୁଯାୟୀ, ବସଲା ଗ୍ରାମ ପଞ୍ଚାୟତର ବିଜେଡି ସଭାପତି…





