ଦ୍ବିତୀୟ ଇଣ୍ଟରନେସନାଲ ଟ୍ରେଡ୍ ଫେୟାର ଉଦଘାଟିତ
ଅନୁଗୋଳ: ସହରରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି. ଓ ଅନୁଗୋଳ ବାଣିଜ୍ୟ ମେଳା ପକ୍ଷରୁ ଆୟୋଜିତ ଦ୍ବିତୀୟ ଇଣ୍ଟରନେସନାଲ ଟ୍ରେଡ୍ ଫେୟାର ଉଦଘାଟିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।…




