ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ ପାଳଲହଡ଼ାର ଦୁଇ ମହାବିଦ୍ୟାଳୟ, ପ୍ରାଶାସନିକ ପ୍ରସ୍ତୁତି ବୈଠକ
ଅନୁଗୋଳ: ଦୀର୍ଘ ବର୍ଷ ପରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ପାଳଲହଡ଼ା ଉପଖଣ୍ଡର ମାଲ୍ୟଗିରି ମହାବିଦ୍ୟାଳୟ ଓ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ନିର୍ବାଚନୀ ମାହୋଲ ଦେଖାଦେଇଛି। ଏନେଇ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…




