ବିସ୍ଥାପିତଙ୍କ ସମସ୍ୟା ଶୁଣିଲେ ଉପଜିଲ୍ଲାପାଳ, ଏମସିଏଲ୍କୁ ତୁରନ୍ତ ସମାଧାନ ନିର୍ଦ୍ଦେଶ
ଅନୁଗୋଳ: ତାଳଚେର କୋଇଲା ଖଣି ଦ୍ୱାରା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ସମାଧାନ ପାଇଁ ୪୧ତମ ଥଇଥାନ ଓ ପୁନର୍ବାସ ଅଭିଯୋଗ ଶୁଣାଣି ଫୋରମ୍ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିସ୍ଥାପିତ…




