କେନ୍ଦୁଝରରେ ତେଜିଲା ରାଜନୈତିକ ତାତି: ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ସୁଦୀପ ମିଶ୍ରଙ୍କ ଏଣ୍ଟ୍ରି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ କଂଗ୍ରେସ ଦଳ ପକ୍ଷରୁ ଏକ ବଡ଼ ସାଙ୍ଗଠନିକ ପଦକ୍ଷେପ ନିଆଯାଇଛି। ପିସିସି ସମ୍ପାଦକ ସୁଦୀପ ମିଶ୍ରଙ୍କୁ କେନ୍ଦୁଝର ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ…




