ଲୋକକଳା ପ୍ରତିଭାଙ୍କୁ ‘କୁଣ୍ଡାଝରି’ର ସମ୍ମାନ, ପ୍ରତିଭାବାନ କଳାକାର ସମ୍ମାନିତ
ଅନୁଗୋଳ: ମାସିକ ସାହିତ୍ୟ ଇ-ପତ୍ରିକା ‘କୁଣ୍ଡାଝରି’ ଓ ‘ନାରୀକବି ବିଜୟଲକ୍ଷ୍ମୀ-ଡାକ୍ତର ଧନେଶ୍ୱର ମାଝୀ ଫାଉଣ୍ଡେସନ୍’ର ମିଳିତ ଆୟୋଜନରେ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଲୋକକଳା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଲୋକକଳାର ପ୍ରଚାର ଓ ସୁରକ୍ଷା…




